ଆଜିଠୁ କମିବ ଶୀତ, ଆଗାମୀ ୫ ଦିନ ବର୍ଷିବ
ଭୁବନେଶ୍ବର: ଆଗାମୀ ୫ ଦିନ ରାଜ୍ୟରେ ବର୍ଷିବ । ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ସେ କହିଛନ୍ତି, ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଭାଁ…