ସରିଗଲା ଟିମ ସାଉଦିଙ୍କ ଟେଷ୍ଟ କ୍ୟାରିୟର
ହାମିଲଟନ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟକୁ ନ୍ୟୁଜିଲାଣ୍ଡ ୪୨୩ ରନର ବୃହତ ବ୍ୟବଧାନରେ ଜିତି ନେଇଛି । ଅବଶ୍ୟ ନ୍ୟୁଜିଲାଣ୍ଡ ୧-୨ରେ ସିରିଜ ପରାଜୟବରଣ କରିଛି । ନ୍ୟୁଜିଲାଣ୍ଡର ମହାନ ବୋଲର ସାଉଦିଙ୍କ ଟେଷ୍ଟ କ୍ୟାରିୟରର ଏହା ଶେଷ ମୁକାବିଲା ଥିଲା । ମ୍ୟାଚ ପରେ ସାଉଦି ଭାବପ୍ରବଣ ହୋଇ ପଡିଥିଲେ…