ରଥଯାତ୍ରା-୨୦୨୫: ବଡରାଉଳ ଠାକୁରାଣୀଙ୍କ ପିଠକୁ ଯାତ୍ରା କଲା ତିନି ଜଣିଆ ଟିମ୍
ପୁରୀ: ୨୦୨୫ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ହେବ । ଏଥିପାଇଁ ଆଜି ତିନି ରଥର ମୁଖ୍ୟ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ନୟାଗଡ଼ ବନଖଣ୍ଡ ଅଧିନ ମାଆ ବଡରାଉଳ ଠାକୁରାଣୀଙ୍କ ପିଠକୁ…