Latest Odisha News

BREAKING NEWS

Yearly Archives

2024

ଦରମା ସଞ୍ଚୟ ଫର୍ମୁଲା : ବେତନର ୨୦% କରନ୍ତୁ ନିବେଶ

ନୂଆଦିଲ୍ଲୀ: ଲୋକମାନେ ଅଧିକରୁ ଅଧିକ ଟଙ୍କା ପାଇବାକୁ ଚାହାଁନ୍ତି ଯାହା ଦ୍ବାରା ସେମାନେ ଭଲ ଜୀବନଯାପନ କରିପାରିବେ। ଏଥିଲାଗି ଲୋକମାନେ ଦିନରାତି ପରିଶ୍ରମ କରନ୍ତି | ତଥାପି, ଅଧିକାଂଶ ଲୋକ ଏଥିରେ ସଫଳ ହେବାକୁ ସକ୍ଷମ ନୁହଁନ୍ତି, ଯାହାର କାରଣ ହେଉଛି ସେମାନଙ୍କର କମ୍ ଦରମା | ଯେଉଁମାନଙ୍କର…

ଫଡନାବିସଙ୍କ କ୍ୟାବିନେଟ୍ ସଂପ୍ରସାରଣ: ମନ୍ତ୍ରୀ ଭାବେ ଶପଥ ନେଲେ ୩୯ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ସମ୍ପ୍ରସାରିତ ହୋଇଛି। ନାଗପୁରରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବିଜେପି, ଶିବସେନା ଓ ଏନସିପି ମନ୍ତ୍ରୀମାନେ ଆଜି ଶପଥ ନେଇଛନ୍ତି। ସୂଚନା ଅନୁଯାୟୀ, ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଆଜି ୩୯ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ…

କାମ ଚାପ ସତ୍ବେ ପରିବାର ପାଇଁ ଚାକିରି ଛାଡିପାରୁନଥିଲେ, କାଟିଦେଲେ ହାତ ଆଙ୍ଗୁଠି.

ସୁରଟ: ଗୁଜୁରାଟର ସୁରଟରେ ଜଣେ ବ୍ୟକ୍ତି କାମ ଚାପରୁ ରକ୍ଷା ପାଇବା ପାଇଁ ନିଜ ହାତ ଆଙ୍ଗୁଠି କାଟି ଦେଇଛନ୍ତି। ଏହା ପରେ ବ୍ୟକ୍ତି ଜଣକ ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କ ଆଙ୍ଗୁଠି ଗାଏବ ହୋଇଯାଇଛି। ଯାହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସର ସୂଚନା ଅନୁଯାୟୀ, ଗୁଜୁରାଟର…

ନୂଆ କ୍ୟାବିନେଟରେ ସ୍ଥାନ ମିଳିଲାନି, ନିଜ ପଦବୀରୁ ଇସ୍ତଫା ଦେଲେ ବିଧାୟକ ନରେନ୍ଦ୍ର ଭୋଣ୍ଡେକର

ମୁମ୍ବାଇ: ବହୁ ଚର୍ଚ୍ଚା ପରେ ରବିବାର ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ବିଜେପି, ଶିବସେନା ଓ ଏନସିପି ନେତାମାନେ ମନ୍ତ୍ରୀଭାବରେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହ ନାଗପୁରରେ ଆୟୋଜିତ ହୋଇଥିଲା। ମହାରାଷ୍ଟ୍ରରେ ରବିବାର ମନ୍ତ୍ରୀମଣ୍ଡଳ…

ଏକତରଫା ପ୍ରେମର କରୁଣ ପରିଣତି; ହୋଟେଲ ଛାତରୁ ଡେଇଁଲେ ଯୁବକ

ଭୁବନେଶ୍ବର: ଏକ ତରଫା ପ୍ରେମର କରୁଣ ପରିଣତି । ହୋଟେଲ ଛାତରୁ ଡେଇଁ ମହିଳାଙ୍କ ପାଇଁ ଜୀବନ ହାରିଲେ ଯୁବକ । ଓୟୋ ହୋଟେଲ ପଛପଟୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ ଯୁବକ ଜଣକ ହେଲେ ଦୀପକ ନାୟକ । ତାଙ୍କ ଘର ନୟାଗଡ ଜିଲ୍ଲାରେ ବୋଲି ଜଣାପଡିଛି । ଖବର ମୁତାବକ, ଦୀପକ ନାୟକ ଭୁବନେଶ୍ବରରେ…

ସୈନିକ ସ୍କୁଲ-ଓଏମସିର ମାରାଥନ: ସିନିୟର ବିଭାଗରେ ବି.ପ୍ରସାଦ ଦୋରା ବିଜେତା

ଭୁବନେଶ୍ବର: ସୈନିକ ସ୍କୁଲ ଏବଂ ଓଏମସିର ମିଳିତ ଆନୁକୂଲ୍ୟରେ ରବିବାର ଅଷ୍ଟମ ବିଜୁ ମାରାଥନ ଅନୁଷ୍ଠିତ ହୋଇଯାଇଛି । କମୋଡ଼ର ମହେଶ ରହଙ୍ଗଡ଼ାଲେ, ଡ଼େପୁଟୀ ଡ଼ାଇରେକ୍ଟର ଜେନେରାଲ, ଏନ୍.ସି.ସି, ନାଇରେକ୍ଟୋରେଟ୍, ଓଡ଼ିଶା, କର୍ଣ୍ଣଲ୍ ବାଲୁଭରତ, ପ୍ରିନ୍ସିପାଲ, ସୈନିକସ୍କୁଲ ଓ ମଧୁସୂଦନ ପାଢ଼ି…

ଘଟଗାଁ ମା’ ତାରିଣୀ ମନ୍ଦିରରେ ଦୀପ ନିଆଁରେ ଜଳିଗଲେ ମହିଳା ଶ୍ରଦ୍ଧାଳୁ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣି ମନ୍ଦିରରେ ଆଜି ଏକ ଅଘଟଣ ଘଟିଛି । ଦୀପ ଷ୍ଟାଣ୍ଡରେ ଦୀପ ଜାଳୁଥିବା ବେଳେ ଜଣେ ମହିଳାଙ୍କ ଶାଢ଼ୀରେ ନିଆଁ ଲାଗିଯିବାରୁ ମହିଳା ଜଣଙ୍କ ଗୁଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର…

ମୋତେ ଅନେକ ସ୍ୱପ୍ନ ଦେଖାଇଲ; ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଲେ ଡାକ୍ତରୀ ଛାତ୍ରୀ

ମେରୁଟ: ମା' ଓ ବାପା, ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ମୋତେ ଅନେକ ସ୍ୱପ୍ନ ଦେଖାଇଲ, ମୋତେ ସେଗୁଡିକ ପୂରଣ କରିବାର ଥିଲା। ମୋତେ ଜୀବନରେ ବହୁତ ଆଗକୁ ଯିବାକୁ ଥିଲା। କିନ୍ତୁ ମୁଁ କିଛି କରିପାରିଲି ନାହିଁ। ମୁଁ ଡାକ୍ତର ହେବାର ଯୋଗ୍ୟ ନୁହେଁ। ମା, ବାପା ଏବଂ ମୋ ଭଉଣୀ। ତୁମେ ସମସ୍ତେ ମୋର…

ନୂଆଦିଲ୍ଲୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ପାରମ୍ପରିକ ଆସନ ନୂଆ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ସେହିପରି କାଳକାଜିରୁ ନିଜର ଭାଗ୍ୟ ପରୀକ୍ଷା କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା।  ଆପ୍‌ ରବିବାର ଜାରି କରିଥିବା…

ବାହାଘର ନେଇ ବଡ ଖୁଲାସା କଲେ ତାପସୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ବାହାଘର ନେଇ ଏକ ବଡ ଖୁଲାସା କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ ତଥା ପୂର୍ବତନ ବ୍ୟାଡମିଂଟନ ଖେଳାଳି ମାଥିସ ବୋଏଙ୍କୁ ବିବାହ କରିବା ନେଇ ଚର୍ଚ୍ଚାରେ ରହିଥିଲେ । ଏବେ ସେ କହିଛନ୍ତି, ୨୦୨୩ ଡିସେମ୍ବରରେ…