Latest Odisha News

BREAKING NEWS

Yearly Archives

2024

ବିଦେଶ ଭ୍ରମଣରେ ଯିବା ପୂର୍ବରୁ ଏହି ଗୁରୁତ୍ଵପୂର୍ଣ୍ଣ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ..

ନୂଆଦିଲ୍ଲୀ: ବିଦେଶ ଭ୍ରମଣରେ ଯିବା ସର୍ବଦା ରୋମାଞ୍ଚକର ହୋଇଥାଏ | ଏକ ନୂଆ ଦେଶ ଭ୍ରମଣ କରିବା, ସେଠାକାର ଲୋକଙ୍କୁ ଭେଟିବା ଏବଂ ସେଠାକର ସଂସ୍କୃତି ଜାଣିବା ଏକ ନିଆରା ଅନୁଭୂତି ଦେଇଥାଏ | ତେଣୁ, କିଛି ଟଙ୍କା ସଞ୍ଚୟ କରି, ଜୀବନରେ ଥରେ ଆପଣ ନିଶ୍ଚିତ ଭାବରେ ଏକ ଅନ୍ତର୍ଜାତୀୟ ଯାତ୍ରା କରିବା…

ଅମିତ ଶାହଙ୍କୁ ଭେଟିଲେ ବରୁଣ ଧୱନ; କହିଲେ, ଆମେ ବେବି… 

ନୂଆଦିଲ୍ଲୀ: ବରୁଣ ଧୱନ ନିଜର ଅପକମିଂ ଚଳଚ୍ଚିତ୍ର 'ବେବି ଜନ୍'ର ପ୍ରମୋସନ ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏହି ଅବସରରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାରର ଏକ ଫଟୋ ରବିବାର ଦିନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଏହାକୁ ଆନନ୍ଦଦାୟକ…

ଅଟୋ ଚାଳକଙ୍କ ଗଳାକାଟି ହତ୍ୟା କଲେ ଦୁର୍ବତ୍ତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଞ୍ଚଳରେ ଘଟିଛି ଏକ ଅଘଟଣ । ରାସ୍ତା ମଝିରେ ଅଟୋ ଚାଳକଙ୍କ ଗଳା କାଟିଦେଲେ ଦୁର୍ବୁତ୍ତ । ମୃତକ ହେଲେ ବଳରାମ ଖରା । ତାଙ୍କ ଘର କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡ଼ି ଗାଁରେ । ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।…

ଜୟପୁରରେ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲାର ଜୟପୁର ଫୁଲବାଡ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଇଛନ୍ତି । ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୁତନ କୋଠା, ସରକାରୀ ଆବାସୀକ ଗୃହ, ଏୟାରପୋର୍ଟର ନବ ନିର୍ମିତ ଟର୍ମିନାଲ କୋଠା ଲୋକାର୍ପଣ…

ଚନ୍ଦ୍ରଭାଗା କୂଳରେ କୁମ୍ଭୀର ଆତଙ୍କ

ଭୁବନେଶ୍ୱର: ସମୁଦ୍ର କୂଳରେ ଏକ ଇଷ୍ଟୁଆରିନ୍ କୁମ୍ଭୀର ଦେଖାଯିବା ପରେ ରବିବାର ଦିନ କୋଣାର୍କର ଚନ୍ଦ୍ରଭାଗା ଆତଙ୍କ ଖେଳିଯାଇଛି। ଏନେଇ ସୂଚନା ପାଇବା ପରେ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଥିବା ଏକ ସ୍ୱତନ୍ତ୍ର ଟିମ୍ ସହିତ ବନ ବିଭାଗର ଅଧିକାରୀମାନେ ମିଶି ସମୁଦ୍ର…

ଗୋଲାପୀ ରଙ୍ଗର ଚାଦରରେ ଘୋଡେଇ ହୋଇଛି ମାୟାନଗରୀ, ସୃଷ୍ଟି କରୁଛି ବିଦେଶର ଭ୍ରମ

ମୁମ୍ବାଇ: ବର୍ତ୍ତମାନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଇଷ୍ଟର୍ଣ୍ଣ ଏକ୍ସପ୍ରେସୱେରେ ଗୋଲାପୀ ରଙ୍ଗର ସୁନ୍ଦରତା ଖେଳିଯାଇଛି । ଏଠାକାର ଦୃଶ୍ୟ ଦେଖି ଆପଣ ଅନୁଭବ କରିବେ ଯେପରି ଆପଣ ଏକ ବିଦେଶକୁ ଆସିଛନ୍ତି । ସୁନ୍ଦର ଗୋଲାପୀ ରଙ୍ଗର ଫୁଲ ଥିବା ଗଛଗୁଡିକ ମୁମ୍ବାଇର ବିକ୍ରୋଲିରେ ଲଗାଯାଇଛି,…

କୋଲେଷ୍ଟ୍ରଲ ଏବଂ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବ ‘ଅଳସୀ ମଞ୍ଜି’

ଭୁବନେଶ୍ବର: ହଜାର ହଜାର ବର୍ଷ ଧରି ଭାରତରେ ଆୟୁର୍ବେଦିକ ଔଷଧରେ ଅଳସୀ ମଞ୍ଜି (ଫ୍ଲେକ୍ସସିଡ୍) ବ୍ୟବହାର କରାଯାଏ | ମଞ୍ଜି, ତେଲ, ପାଉଡର, ବଟିକା, କ୍ୟାପସୁଲ ଏବଂ ଅଟା ଆକାରରେ ଅଳସୀ ଉପଲବ୍ଧ | କୋଷ୍ଠ କାଠିନ୍ୟ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ, ହୃଦ ରୋଗ, କର୍କଟ ଏବଂ ଅନ୍ୟାନ୍ୟ ରୋଗକୁ ରୋକିବା…

ପାରାସିଟାମଲ୍ ଖାଉଥିଲେ ସାବଧାନ, ହୋଇପାରେ ହାର୍ଟ ଓ କିଡନୀ ସମସ୍ୟା

ନୂଆଦିଲ୍ଲୀ: ପାରାସିଟାମଲ ସମ୍ବନ୍ଧରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଏହାକୁ ଦୀର୍ଘ ସମୟ ଧରି ବ୍ୟବହାର କରିବା ଦ୍ବାରା ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ। ଏହି ଔଷଧ ଖାଇବା ଦ୍ୱାରା ପାକସ୍ଥଳୀ, ହୃଦଘାତ, ଉଚ୍ଚ ରକ୍ତଚାପ,…

‘ପୁଷ୍ପା-୨’ ଫିଲ୍ମର ସ୍କ୍ରିନିଂ ସମୟରେ ଦଳାଚକଟା; ଭେଣ୍ଟିଲେଟରରେ ୮ ବର୍ଷର ବାଳକ, ପୂର୍ବରୁ…

ହାଇଦ୍ରାବାଦ: ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଅଭିନେତା ଅଲୁ ଅର୍ଜୁନଙ୍କ ଫିଲ୍ମର ସ୍କ୍ରିନିଂ ସମୟରେ ହୋଇଥିବା ଦଳା ଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ପୁଅ ବର୍ତ୍ତମାନ ଭେଣ୍ଟିଲେଟରରେ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ୮ ବର୍ଷର…

ପ୍ରକୃତି କୋଳରେ କିଛି ସମୟ ବିତାଇବାକୁ ଏଥର ଯିବା ଦେଓଝର…

ଭୁବନେଶ୍ଵର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶା । ପ୍ରକୃତି ତା’ର ସମସ୍ତ ସୌନ୍ଦର୍ଯ୍ୟ ଯେପରି ଓଡ଼ିଶା ଉପରେ ଅଜାଡ଼ି ଦେଇଛି । ଯାହା ନଦେଖିଲେ ଆଖିକୁ ବିଶ୍ୱାସ ହେବନାହିଁ । ପର୍ଯ୍ୟଟନ ଋତୁର ଆଗମନରେ ପୁରୁଣା ବର୍ଷର କିଛି ସ୍ମୃତି ସାଉଁଟିବା ପାଇଁ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଲୋକେ…