ଅସ୍ଵାଦ ଚା’ ପାଇଁ ୧୬୯ ଟଙ୍କା: କାହିଁକି ଏପରି କହିଲେ ସିଙ୍ଗାପୁର ହାଇ କମିଶନର
ନୂଆଦିଲ୍ଲୀ: ସିଙ୍ଗାପୁରର ହାଇ କମିଶନର ସାଇମନ୍ ୱଙ୍ଗ ଗୁରୁଗ୍ରାମର ଏକ କାଫେରେ ତାଙ୍କୁ ଦିଆଯାଇଥିବା ଚା’କୁ ଅସ୍ୱାଦ ବୋଲି କରିଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ କରି ସାଇମନ୍ ୱଙ୍ଗ କହିଛନ୍ତି ଯେ, ଏକ କପ୍ ଅସ୍ଵାଦ ଚା ପାଇଁ ସେ କାଫେ ମୋ ଠାରୁ ୧୬୯ ଟଙ୍କା ନେଇଛନ୍ତି । ସେ ଚା’ ପୁଣି ଏକ ମାଟି…