‘ବର୍ଡର ୨’ର ଗୀତକୁ ନେଇ ଏଭଳି କାହିଁକି କହିଲେ ଅନୁ ମଲିକ
ମୁମ୍ବାଇ: ସନ୍ନି ଦେଓଲଙ୍କ ଅଭିନୀତ "ବର୍ଡର ୨" ଜାନୁଆରୀ ୨୦୨୬ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ ୨୯ ଡିସେମ୍ବରରେ ଫିଲ୍ମର ଏକ ଗୀତ "ଘର କବ୍ ଆଓଗେ" ର ଟିଜର ରିଲିଜ ହେବାପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଗୀତଟି "ବର୍ଡର" ଫିଲ୍ମ ର "ସନ୍ଦେସେ ଆତେ ହେଁ"ର ନୂଆ ଭର୍ସନ…