Latest Odisha News

BREAKING NEWS

Monthly Archives

May 2025

ବଡବିଲ ‘ଡୁବୁନା’ ଲୌହ ପଥର ଖଣିର ପୁନଃ ଆରମ୍ଭ, ବାର୍ଷିକ ଉତ୍ପାଦନ ହେବ ୩ ନିୟୁତ ଟନ୍

ଭୁବନେଶ୍ୱର: ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ । ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି । ଓଡ଼ିଶା ଖଣି ନିଗମ (ଓଏମସି) ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ…

ଭାରତର ଏହି ମହାନ ଖେଳାଳିଙ୍କୁ ମିଳିଲାନି ବିଦାୟୀ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ନିକଟରେ ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରୋହିତ ଓ କୋହଲିଙ୍କ ସମେତ ଭାରତର ଆଉ କେତେଜଣ ମହାନ ବ୍ୟାଟ୍ସମ୍ୟାନଙ୍କୁ ପଡିଆରେ ଉପଯୁକ୍ତ ବିଦାୟୀ କାଳୀନ ସମ୍ବର୍ଦ୍ଧନା ମିଳି ନାହିଁ । ଅନୀଲ…

ରାଜା ଚକ୍ରକୁ ଝଟକା: ଜାମିନ ଆବେଦନ ଖାରଜ ସହ ବାଜ୍ୟାପ୍ତି ହେବ….

ଭୁବନେଶ୍ବର: ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ରାଜା ଚକ୍ରର ଜାମିନ ଆବେଦନ ଖାରଜ । ଆଜି ତାଙ୍କ ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହାସହ ରାଜାର ୩ ସହଯୋଗୀଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଏହି ମାମଲାରେ ୫ ଗିରଫ ଅଭିଯୁକ୍ତଙ୍କ…

ପୁଣି ତେଜିଲା ଦୀଘା ଜଗନ୍ନାଥ ଧାମ୍ ବିବାଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବୁଲିଲା ତ୍ରୀରଙ୍ଗା ରାଲି

ପୁରୀ: ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ଧାମ୍ ଶବ୍ଦକୁ ମମତା ବାନାର୍ଜୀ ତଥା ପଶ୍ଚିମବଙ୍ଗ ସରକାର ନହଟାଇବାରୁ ଆଜି ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମଗ୍ର ଶ୍ରୀକ୍ଷେତ୍ରରେ ଦ୍ୱିତୀୟ ଜଗନ୍ନାଥ ଧାମ୍ କୁ ବିରୋଧ କରି ଜଗନ୍ନାଥ ସେନା ତରଫରୁ ମମତା ବାନାର୍ଜୀଙ୍କ ବିରୁଦ୍ଧରେ…

ରୋହିତ କହିଲେ କଣ ପାଇଁ ଖେଳି ନ ଥିଲେ ସିଡନୀ ଟେଷ୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ସିଡନୀ ଟେଷ୍ଟ କାହିଁକି ଖେଳି ନ ଥିଲେ ତାହା ପ୍ରକାଶ କରିଛନ୍ତି । ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କୁ ସେ ଆଇପିଏଲରେ ଖେଳିବା ଅବସରରେ ପ୍ରକୃତ କାରଣ କହିଥିଲେ । ସୂଚନାଯୋଗ୍ୟ, ଏହି ସିରିଜ ପରେ ରୋହିତ…

ରୁହନ୍ତୁ ସତର୍କ; ୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍‌ ଆଲର୍ଟ

ଭୁବନେଶ୍ବର: ଆଜି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୭ଟି ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍‌ ଆଲର୍ଟ ଜାରି କରିଛି । କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ବାଲେଶ୍ବର, ଗଞ୍ଜାମକୁ ରେଡ୍‌ ଆଲର୍ଟ ହୋଇଛି। ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟା ପିଛା ୬୦ରୁ ୭୦ କିମି ସହ ବର୍ଷା ସମ୍ଭାବନା…

ରଥଖଳା ଚଳଚଞ୍ଚଳ, ପ୍ରତି ରଥର ନାହାକା ଅଖ କାମ ଆରମ୍ଭ

ପୁରୀ: ଆସନ୍ତା ୧୯ ତାରିଖରେ ପବିତ୍ର ଭଉଁରୀ ତିଥି । ପରମ୍ପରା ଅନୁସାରେ ରଥ ଖଳାକୁ ଆଜ୍ଞା ମାଳ ବିଜେ କରିବା ସହ ଚକ ଅଖ ଯୋଖା ନୀତି ଅନୁଷ୍ଠିତ ହେବ । ବିଶ୍ଵକର୍ମା ମହାରଣା ମାନେ ଚକ ନିର୍ମାଣରେ ଲାଗିପଡ଼ିଥିବାବେଳେ ଏହି ପରମ୍ପରାକୁ ନେଇ ରଥ ଖଳାରେ ଗୁରୁବାର ଅଖ ନିର୍ମାଣର ଅନୁକୂଳ…

କର୍ମଚାରୀଙ୍କୁ ଦିଅ ୨୫ ପ୍ରତିଶତ ମହଙ୍ଗା ଭତ୍ତା: ଦିଦିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏଣିକି କର୍ମଚାରୀଙ୍କୁ ୨୫ ପ୍ରତିଶତ ମହଙ୍ଗା ଭତ୍ତା ଦେବ । ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଶୁକ୍ରବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ତାଙ୍କ କର୍ମଚାରୀମାନଙ୍କୁ ୨୫ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି…

ନିଯୁକ୍ତି ପାଇବେ ୧୫ଟି ବିଶ୍ବବିଦ୍ୟାଳୟର ଭିସି, ପୂରଣ ହେବ ହଜାରରୁ ଅଧିକ ଅଧ୍ୟାପକ ପୋଷ୍ଟ

ଭୁବନେଶ୍ବର: ରାଜ୍ୟ ସରକାର ଖୁବଶୀଘ୍ର ୧୫ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ଭାଇସ୍‌ଚାନ୍ସଲର(ଭିସି)ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଯାଉଛନ୍ତି। ଏଥିସହିତ କଲେଜଗୁଡ଼ିକରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ମଧ୍ୟ ପୂରଣ ହେବ । ନିଯୁକ୍ତି ଉପରେ ଲାଗିଥିବା ପୂର୍ବ…

ଚିନ୍ତାରେ ପକାଇଲାଣି ସୁନା ଦର, ପୁଣି ୯୫ ଡେଇଁଲା….

ଭୁବନେଶ୍ବର: ଏବେ ଗ୍ରାହକଙ୍କୁ ଛାନିଆ କରିଛି ସୁନା । ଦର ଶୁଣିଲେ ହୋସ୍ ଉଡିଯାଉଛି । ଆଉ ମଧ୍ୟବିତ୍ତଏବଂ ଗରିବଙ୍କ ପାଇଁ ତ ଏବେ ସାତ ସପନ ସାଜିବାକୁ ବସିଲାଣି ସୁନା । ବିଗତ କିଛି ଦିନ ହେବ ସୁନା ଦରରେ ବେଶ୍ ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ, ଏହା ଗ୍ରାହକଙ୍କୁ ଟିକିଏ ଆଶ୍ବସ୍ତି ଦେଇଥିଲା…