Latest Odisha News

BREAKING NEWS

Monthly Archives

May 2025

ନୀରଜ କହିଲେ ନଦୀମଙ୍କ ସହ ମୋର ନ ଥିଲା ବନ୍ଧୁତା

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ତାଙ୍କ ପାକିସ୍ତାନ ବନ୍ଧୁ ଅର୍ଶାଦ ନଦୀମଙ୍କ ସହ କିପରି ସମ୍ପର୍କ ରହିଛି ତାର ଖୁଲାସା କରିଛନ୍ତି । ବର୍ତମାନ ଭାରତ ଓ ପାକିସ୍ତାନ ବିବାଦ ଯୋଗୁ ସ୍ଥିତି ପୂର୍ବଭଳି ରହି ନାହିଁ । ନୀରଜ କହିଛନ୍ତି ନଦୀମଙ୍କ ସହ ମୋର ବନ୍ଧୁତା ଏତେ…

କଟକ-ସମ୍ବଲପୁର ରାସ୍ତା କାମ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ:ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ କଟକ-ସମ୍ବଲପୁର ରାସ୍ତା କାମ । ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ୨୬୫ କିଲୋମିଟର ବିଶିଷ୍ଟ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ରାସ୍ତା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏଥିରେ…

ଡବ୍ଲ୍ୟୁଟିସି ଫାଇନାଲ: ବିଜେତା ଦଳକୁ ମିଳିବ ୩୧ କୋଟି

ଲଣ୍ଡନ: ଜୁନ ୧୧ରୁ ଲର୍ଡସରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏଥିପାଇଁ ଆଇସିସି ଚେୟାରମ୍ୟାନ ଜୟ ଶାହ ପୁରସ୍କାର ରାଶିର ଘୋଷଣା କରିଛି । ବିଜେତା ଟିମକୁ ୩୧ କୋଟି ଟଙ୍କା ମିଳିବ । ସେହିପରି ଉପ ବିଜେତାଙ୍କୁ ୧୮ କୋଟି ଟଙ୍କା…

ସେମାନେ ଧର୍ମ ଦେଖି ମାରିଲେ, ଆମେ କର୍ମ ଦେଖିଲୁ: ରାଜନାଥ ସିଂହ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗୁରୁବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ କାଶ୍ମୀର ଅଭିମୁଖେ  ଗସ୍ତ କରିଥିଲେ। ଏହି ଅବସରରେ ଭାରତୀୟ ସେନାକୁ ସମ୍ବୋଧିତ କରିବା ସହ ଅପରେସନ ସିନ୍ଦୂରର ସଫଳତା ନେଇ ସେନାଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ପହଲଗାମରେ…

ବୀର ଯବାନମାନଙ୍କ ଧୈର୍ଯ୍ୟ ଓ ଅଦମ୍ୟ ସାହସର ସମ୍ମାନାର୍ଥେ ଆସନ୍ତାକାଲି ଅନୁଷ୍ଠିତ ହେବ ‘ସିନ୍ଦୂର…

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ମେ ୧୬ ତାରିଖ ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ ୫ଟାରେ 'ଅପରେସନ ସିନ୍ଦୁର' ରେ ବୀର ଯବାନମାନଙ୍କ ଧୈର୍ଯ୍ୟ ଓ ସାହସକୁ ସମ୍ମାନ ଜଣାଇ ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ଗିରିଦୁର୍ଗା ମନ୍ଦିର ଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ "ସିନ୍ଦୂର…

ଦୁର୍ନୀତିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ। ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ। ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି…

ଜମ୍ମୁ-କାଶ୍ମୀର ବିମାନବନ୍ଦର ସୁରକ୍ଷାର ସମୀକ୍ଷା କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ଶ୍ରୀନଗର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରପୁ ଶ୍ରୀନଗର ବିମାନବନ୍ଦରର ସୁବିଧା ସମୀକ୍ଷା କରିଛନ୍ତି । ସହର ପରିଦର୍ଶନ ମଧ୍ୟ କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ପରେ ପ୍ରଥମ ଥର ପାଇଁ ମନ୍ତ୍ରୀ ରାମ ମୋହନ ଶ୍ରୀନଗର ଏବଂ ଜମ୍ମୁ…

ସୀମାପାର ଆତଙ୍କବାଦ ବନ୍ଦ ନହେବା ଯାଏଁ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ: ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେରେ ବସିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତ। ଏହି ଆକ୍ରମଣରେ ୯ ଜଣ ଆତଙ୍କବାଦୀଙ୍କ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଏକ ବଡ଼ ବୟାନ…

ଅଲ୍ଟ୍ରାସାଉଣ୍ଡରେ ଯାଆଁଳା ଶିଶୁ, ଜନ୍ମ ବେଳକୁ ଗୋଟିଏ; ଉତ୍ତେଜନା ପରେ ତଦନ୍ତ ନିର୍ଦ୍ଦେଶ 

ବାଲେଶ୍ବର: ଅଲ୍ଟ୍ରାସାଉଣ୍ଡରେ ଯାଆଁଳା ଶିଶୁ, ଜନ୍ମ ପରେ ପରିବାରକୁ ଗୋଟିଏ ଶିଶୁ ଦେଲେ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ (ଡିଏଚଏଚ) ରେ ଜଣେ ମହିଳାଙ୍କ ଅଲ୍ଟ୍ରାସାଉଣ୍ଡ ସ୍କାନ୍ ରୁ ଯମଜ ଗର୍ଭଧାରଣର ସୂଚନା ମିଳିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପରିବାର ପକ୍ଷରୁ…

ଚାଲିଛି ଅପରେସନ ସିନ୍ଦୂର: ୫୦ ଘଣ୍ଟାରେ ୬ ଜେସ୍ ଆତଙ୍କୀ ସଫା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ପରେ, ଭାରତ ଆତଙ୍କବାଦ ବିରୋଧରେ ଅଭିଯାନକୁ ଆହୁରି ତୀବ୍ର କରିଛି । ଖୋଜି ଖୋଜି ମାଟିରୁ ମିଶାଉଛି ଆତଙ୍କୀ ଆଡ୍ଡା । ଆଉ ହଜାଉଛି ଆତଙ୍କୀଙ୍କ ଠିକଣା । ଯେଉଁ ଅପରେସନରେ ଗତ ୫୦ ଘଣ୍ଟା ମଧ୍ୟରେ, ଭାରତ ରଚିତ ଘୃଣ୍ୟ ଷଡ଼ଯନ୍ତ୍ର…