ଭିଜିଲାନ୍ସ ଜାଲରେ ଧର୍ମଶାଳାର ଏବିଡ଼ିଓ, ଏକକାଳୀନ ୭ ସ୍ଥାନରେ ଚଢାଉ
ଯାଜପୁର: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଯାଜପୁର ଧର୍ମଶାଳାର ଏବିଡ଼ିଓ ଅସିତ ପାତ୍ର। ଅସିତଙ୍କ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଥିବା ସୂଚନା ମିଳିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି।
ଏକାସାଙ୍ଗରେ ଯାଜପୁର, କଟକ…