ଦୁର୍ନୀତି…କେତେ ବାଟ ଗଲା ତଦନ୍ତ?
ଭୁବନେଶ୍ବର: ୨୦୨୪ ନିର୍ବାଚନ ବେଳେ ବିଜେପିର ଅନ୍ୟ ଏକ ବଡ଼ ପ୍ରସଙ୍ଗ ଥିଲା ଦୁର୍ନୀତି । ପୂର୍ବ ବିଜେଡି ସରକାର ନାଁରେ ଦୁର୍ନୀତି ଅଭିଯୋଗ ଆଣି ଲଗାତର ଟାର୍ଗେଟ୍ କରିଥିଲେ ବିଜେପି ନେତା । ନିର୍ବାଚନୀ ରାଲିରେ ବର୍ଷିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ନେତା । ଆଶା କରାଯାଉଥିଲା, ସରକାରକୁ ଆସିବା…