Latest Odisha News

BREAKING NEWS

Monthly Archives

June 2025

ଓଡ଼ିଆ ଗବେଷିକା ଡ଼. ସୁରଭି ଜୈନ୍‌‌ ୨୦୨୪ ‘ଇନ୍ସପାୟାର୍‌ ଫେଲୋସିପ୍’ ପାଇଁ ମନୋନୀତ

ଭୁବନେଶ୍ୱର: ଓଡ଼ିଶାର ସୁଖ୍ୟାତ ଗବେଷିକା ଡ଼. ସୁରଭି ଜୈନ୍‌ ‌ଙ୍କୁ ୨୦୨୪ ବର୍ଷ ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ (DST) ଦ୍ୱାରା ପ୍ରଦତ୍ତ ‘ଇନ୍ସପାୟାର୍‌ ଫେଲୋସିପ୍’ ପାଇଁ ଚୟନ କରାଯାଇଛି। ଏହି ଉଚ୍ଚ ପ୍ରତିଷ୍ଠିତ ଓ ତୀବ୍ର ପ୍ରତିସ୍ପର୍ଧାତ୍ମକ ଫେଲୋସିପ୍‌ ଗବେଷଣାରେ…

ଚର୍ଚ୍ଚାରେ କାଶୀପୁର ପ୍ରେମ; ଅନ୍ୟ ସମ୍ପ୍ରଦାୟରେ ବାହାହେବାରୁ ଶୁଦ୍ଧିକ୍ରିୟା କଲେ ଗ୍ରାମବାସୀ

ରାୟଗଡା: ରାୟଗଡା ଜିଲ୍ଲା ପ୍ରଶାସନର ସଚେତନତା କାମ ଦେଉନାହିଁ । ଦିନକୁ ଦିନ ଅନ୍ଧବିଶ୍ୱାସ କବଳିତ ହୋଇ ପଡିଛି ରାୟଗଡା ଜିଲ୍ଲା । ଅନ୍ଧବିଶ୍ୱାସ କୁପରିଣାମ ଭଗୁଛନ୍ତି ନିରୀହ ଆଦିବାସୀ ସମ୍ପ୍ରଦାୟ । ଜିଲ୍ଲାରେ କେତେବେଳେ ଗୁଣିଗାରେଡିକୁ ନେଇ ଅନେକ ଘଟଣା ଘଟିଥିବାବେଳେ ଅନେକ କାରାଗାରରେ ଦଣ୍ଡ…

ଜଙ୍ଗଲରୁ ୩୫୦ ଲିଟର ଦେଶୀ ମଦ ଜବତ; ୧୨ ହଜାର ୫ଶହ କିଲୋ ପୋଚ ନଷ୍ଟ କଲା ବନ ବିଭାଗ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ଜଙ୍ଗଲ ଭିତରେ ଚାଲିଥିବା ଦେଶୀ ମଦ ପ୍ରସ୍ତୁତିକୁ ନଷ୍ଟ କଲା ଅବକାରୀ ବିଭାଗ । ଅବକାରୀ କର୍ମଚାରୀ ଡ୍ରମରେ ଥିବା ପୋଚ ଗୁଡିକୁ ଢାଳି ନଷ୍ଟ କରିଥିବା ବେଳେ ବିକ୍ରି ପାଇଁ ଥିବା ୩୫୦ ଲିଟର ଦେଶୀ ମଦ ମଧ୍ୟ ନଷ୍ଟ କରାଯାଇଥିଲା । ଏହା ସହିତ…

ଏମିତି ହେବ ସ୍ବପ୍ନର ଓଡିଶା !

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୁରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସରକାରର ବର୍ଷେ ପୂର୍ତ୍ତି ଅବସରରେ ଭିଜନ ଡକ୍ୟୁମେଣ୍ଟ ଓଡିଶା ଭିଜନ 2036 ଓ 2047 ଉନ୍ମୋଚନ କରିଛନ୍ତି । ବିକଶିତ ଭାରତ ଲକ୍ଷ୍ୟ ପୂରଣ ସହ ବିକଶିତ ଓଡିଶା ସ୍ବପ୍ନ ସାକାର କରିବାକୁ ଏଥିରେ…

ଆମେରିକାରେ ଦୁଇଟି ସମୋସାକୁ କେତେ ଟଙ୍କାରେ ମିଳିଥାଏ ? ଦାମ ଶୁଣିଲେ ଚମକି ପଡ଼ିବେ

ନୂଆଦିଲ୍ଲୀ: ଆମେରିକା - ଏହି ନାମ ଶୁଣିଲେ ଆମ ମନରେ ବଡ଼ ବଡ଼ ଅଟ୍ଟାଳିକା, ଝଲସୁଥିବା ରାସ୍ତା ଓ ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀର ଚିତ୍ର ଉଭା ହୁଏ। କିନ୍ତୁ ସବୁକିଛି ଏପରି ନୁହେଁ। ଆମେରିକା ବିଶ୍ୱର ସବୁଠାରୁ ବିକଶିତ ଦେଶ ହେଲେ ମଧ୍ୟ ଏହା ବିଶ୍ୱର ସବୁଠାରୁ ମହଙ୍ଗା ଦେଶମାନଙ୍କ ମଧ୍ୟରେ ଗୋଟିଏ।…

ଏକାଠି ହୋଇଯିବେ ସବୁ ମୁସଲିମ ଦେଶ ! ଚିନ୍ତାରେ ଟ୍ରମ୍ପ

ନୂଆଦିଲ୍ଲୀ:ବିଶ୍ୱରେ ଆମେରିକାକୁ ସବୁଠାରୁ ଶକ୍ତିଶାଳୀ ଦେଶ ବୋଲି ଗଣାଯାଏ। ତେବେ ଚୀନ୍‌ ମଧ୍ୟ କିଛି କମ୍‌ ନୁହେ। ଏହା ମାନାଯାଏ ଯେ ଏହି ଦୁଇ ଦେଶ ସହ ଯୁଦ୍ଧ ବେଶ୍‌ କଷ୍ଟକର ହୋଇପାରେ। କିନ୍ତୁ ବିଶ୍ୱରେ ଅନେକ ଶକ୍ତିଶାଳୀ ମୁସଲିମ ଦେଶ ମଧ୍ୟ ଅଛନ୍ତି, ସେମାନେ ଯଦି ଏକଜୁଟ ହୁଅନ୍ତି, ତେବେ…

କୋହଲି, ଡ୍ରାଭିଡ, ଗାଙ୍ଗୁଲିଙ୍କ ସହ ସାଈ ସୁଦର୍ଶନଙ୍କ କଣ ରହିଛି ସଂଯୋଗ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ସାଈ ସୁଦର୍ଶନ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ଅବଶ୍ୟ ସାଈ ଖାତା ଖୋଲି ନ ପାରି ପ୍ରଥମ ଇନିଂସରେ ପ୍ୟାଭିଲିୟନ ଫେରି ଯାଇଛନ୍ତି । ତେବେ ବିରାଟ କୋହଲି, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡଙ୍କ ସହ ତାଙ୍କର ଏକ ସଂଯୋଗ…

ଓଡ଼ିଶା ଭାରତର ସଂସ୍କୃତିକୁ ପରିପୂର୍ଣ୍ଣ କରିଛି: ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜି ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବରର ଜନତା ମୈଦାନରେ ଆୟୋଜିତ ରାଜ୍ୟସ୍ଥରୀୟ ସମାରୋହରେ ଯୋଗଦେଇଛନ୍ତି । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ମୋଦି । ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ ପାଲଟିଛି । ଏନେଇ ଓଡ଼ିଶାବାସୀଙ୍କୁ ମୁଁ…

ଜଗନ୍ନାଥ ଧାମ ଆସିବେ ବୋଲି ଟ୍ରମ୍ପଙ୍କ ଆମନ୍ତ୍ରଣକୁ ପ୍ରତ୍ୟାଖାନ କେଲେ ମୋଦୀ

ଭୁବନେଶ୍ବର:ଓଡ଼ିଶା ଆସିବା ପାଇଁ ଆମେରିକା ଗଲେନି ପ୍ରଧାନମନ୍ତ୍ରୀ ମୋଦୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଆଜି ଭୁବନେଶ୍ୱର ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ଜନତା ମୈଦାନର ଭବ୍ୟ ସମାରୋହରେ ସେ ଜୟ ଜଗନ୍ନାଥ,ଜୟ ବାବା ଲିଙ୍ଗରାଜ କହି ଅଭିଭାଷଣ ଆରମ୍ଭ କରିଥିଲେ । ଏହି…

ଜନତା ମଇଦାନରୁ କଂଗ୍ରେସକୁ ଟାର୍ଗେଟ କଲେ ମୋଦି; କହିଲେ, ବିକାଶମୂଳକ ଯୋଜନାକୁ ଅଟକେଇବା….

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଗସ୍ତରେ ଆସି ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ ଭେଟି ଦେଇଛନ୍ତି । ୧୯ ହଜାର କୋଟିର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୋଦି । ଏହି…