Latest Odisha News

BREAKING NEWS

Monthly Archives

June 2025

ବିଶ୍ୱର ଶ୍ରେଷ୍ଠ ୧୦ଟି ସର୍ବୋତ୍ତମ ବିମାନ କମ୍ପାନୀ, ଜାଣନ୍ତୁ ଭାରତର ସ୍ଥାନ କେତେ..

ନୂଆଦିଲ୍ଲୀ: ନିକଟରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ ଦୁର୍ଘଟଣା ଖବର ଆପଣମାନେ ଶୁଣିଥିବେ। ଯେଉଁଥିରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଏହା ପରେ, ଏୟାର ଇଣ୍ଡିଆର ଅନେକ ବିମାନ ଏବଂ ଅନ୍ୟାନ୍ୟ ବିମାନରେ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଆସୁଛି।…

ରାଉରକେଲାରୁ ବିପୁଳ ଅପମିଶ୍ରିତ ମଦ ଜବତ, ୩ ଗିରଫ

ରାଉରକେଲା: ରାଉରକେଲାରେ ଅବକାରୀ ବିଭାଗକୁ ସଫଳତା । ଅମ୍ବାଗାନ ଝାରଖଣ୍ଡ ମୁଣ୍ଡା ମାର୍କେଟ ଚଢ଼ଉ କରି ବିପୁଳ ପରିମାଣର ଅପମିଶ୍ରିତ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ବିଭାଗ । ଜବତ ଅପମିଶ୍ରିତ ବିଦେଶୀ ମଦ ୧୮୦ ଲିଟର ହେବ । ଜବତ ମଦ ‘ରୟାଲ୍ ଗୋଲ୍ଡ କପ୍’ ବ୍ରାଣ୍ଡର, ଯାହା ଉପରେ…

ଗୋପାଳପୁର ଯିବ ଏଆଇସିସି; ଗଣଦୁଷ୍କର୍ମ ମାମଲାରେ ତନାଘନା କରିବ ଟିମ୍ 

ଭୁବନେଶ୍ୱର: ଗୋପାଳପୁର ବେଳାଭୂମିରେ ନିକଟରେ ଘଟିଥିବା ଗଣଦୁଷ୍କର୍ମ ମାମଲାକୁ ଗମ୍ଭୀରତାର ସହ ନେଇଛି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)। ଏହି ଘଟଣାର ତଦନ୍ତ କରିବା ଏବଂ ଓଡ଼ିଶାରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାଗୁଡ଼ିକର ଯାଞ୍ଚ କରିବା ପାଇଁ ଏକ ପାଞ୍ଚ ଜଣିଆ ତଥ୍ୟ…

ମୁହଁ ଖୋଲିଲେ ଏୟାର ଇଣ୍ଡିଆର ଚେୟରମ୍ୟାନ; ଦୁର୍ଘଟଣାଗ୍ରସ୍ତ ବିମାନର ଇଞ୍ଜିନ ନୂଆ ଥିଲା

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହେବ ପରେ ପ୍ରତିକ୍ରିୟା ରଖିଛନ୍ତି ଏୟାର ଇଣ୍ଡିଆ ଏବଂ ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ୍। ସେ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ କ୍ଷମା…

ୟୁ-ଟର୍ଣ୍ଣ ମାରିବାରେ ଡୋନାଲ୍ଡ ଟ୍ରମ୍ପ ଓସ୍ତାଦ!

ନୂଆଦିଲ୍ଲୀ: ଆଜିକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ବୟାନ ପାଇଁ ଖବରର ଶିରୋନାମାରେ ଅଛନ୍ତି। କିନ୍ତୁ ସେ ପ୍ରାୟତଃ ତାଙ୍କ ବୟାନରୁ ଓହରି ଯାଆନ୍ତି। ଏହା ବ୍ୟତୀତ ଟ୍ରମ୍ପ ପ୍ରାୟ ସବୁ ବେଳେ ଦୋମୁହାଁ ନୀତି ଆପଣେଇ ଥାନ୍ତି। କହିବାକୁ ଗଲେ ସେ ଦୁଇ ପ୍ରକାରର ବୟାନ ଦିଅନ୍ତି।…

ଏହି ସହରରେ BSNL ଲଞ୍ଚ କଲା 5G ସେବା, ୟୁଜରଙ୍କୁ ମିଳିବ ସୁପରଫାଷ୍ଟ ସ୍ପିଡ୍

ନୂଆଦିଲ୍ଲୀ:କୋଟି କୋଟି BSNL ୟୁଜର୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି। ସରକାରୀ ଟେଲିକମ୍ କମ୍ପାନୀ ଏହାର Quantum 5G ସେବାକୁ ସଫ୍ଟ ଲଞ୍ଚ କରିଛି। BSNL ଖୁବ୍ ଶୀଘ୍ର ଦେଶର ଆହୁରି ଅନେକ ବଛାବଛା ସହରରେ ଏହାର 5G ସେବା ଆରମ୍ଭ ହେବ । ପୂର୍ବରୁ ଉପଭୋକ୍ତାଙ୍କ ପରାମର୍ଶ କ୍ରମେ,କମ୍ପାନୀ ଏହାର…

ଡାଇରିଆ ମାମଲାକୁ ଦୃଷ୍ଟିରେ ରଖି ଭଦ୍ରକରେ ୨ ଦିନ ବଢ଼ିଲା ସ୍କୁଲ ଛୁଟି

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଡ଼ାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନ ଅର୍ଥାତ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜଗୁଡିକୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସ୍କୁଲ କଲେଜ ଛୁଟି ନେଇ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ…

ChatGPTରେ କଣ୍ଟେଣ୍ଟ ଲେଖିବାର ପଦ୍ଧତି କ’ଣ, ସଠିକ୍ ଉତ୍ତର କିପରି ପାଇବେ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନେକ ଲୋକ ChatGPT ଭଳି AI ଟୁଲ୍ସ ସାହାଯ୍ୟରେ ଆର୍ଟିକିଲ୍, ବ୍ଲଗ୍, ସୋସିଆଲ ମିଡିଆ ପୋଷ୍ଟ ଏବଂ ଏପରିକି ଆସାଇନମେଣ୍ଟ ମଧ୍ୟ ସୃଷ୍ଟି କରୁଛନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ChatGPT ଦ୍ୱାରା ସଠିକ୍ ବିଷୟବସ୍ତୁ ଲେଖାଯିବାର ଏକ ଉପାୟ ଅଛି? ଯଦି ଆପଣ…

କାନାଡାର ନୂଆ ହାଇ କମିଶନର ହୋଇପାରନ୍ତି ଦିନେଶ କେ ପଟ୍ଟନାୟକ

ନୂଆଦିଲ୍ଲୀ:ଗତ କିଛି ବର୍ଷ ଧରି ଭାରତ ଓ କାନାଡା ମଧ୍ୟ ରେ ସମ୍ପର୍କ ଭଲ ନଥିଲା।ତେବେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୀତିଜ୍ଞ ମତଭେଦର ଦୁଇ ବର୍ଷ ପରେ ଚଳିତ ବର୍ଷ  ପ୍ରଧାନମନ୍ତ୍ରୀ ଏବଂ କାନାଡା ପ୍ରତିପକ୍ଷ ମାର୍କ କାର୍ନି ସମ୍ପ୍ରତି ଜି ୭ ଶିଖର ସମ୍ମିଳନୀରେ ଦିଲ୍ଲୀ ଏବଂ ଓଟାୱାରେ ହାଇ…

କଲବଲ ହେଉଛନ୍ତି ମକା ଚାଷୀ

ମକା ବିକ୍ରି କରିବାପାଇଁ କଲବଲ ହେଉଛନ୍ତି ଚାଷୀ, ସରକାର ମଣ୍ଡି ଘୋଷଣା କରୁଛନ୍ତି, ମକାର ସରକାରୀ ନିର୍ଦ୍ଧାରିତ ମୂଲ୍ୟବି ଠିକ କରିଛନ୍ତି ସରକାର, କିନ୍ତୁ ମକା ବଜାର, ବ୍ୟବସାୟିଙ୍କ ହାତମୁଠାରେ ଜାବୁଡି ହୋଇ ରହିଛି । ନିୟନ୍ତ୍ରିତବଜାର କମିଟିର କେବଳ କାଗଜପତ୍ରରେ ମକା କିଣା ଚାଲିଚି,…