Latest Odisha News

BREAKING NEWS

Monthly Archives

June 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜନତା ମଇଦାନ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଭୁବନେଶ୍ୱରର ଜନତା ମଇଦାନ ପରିଦର୍ଶନ କରିଛନ୍ତି। ଏଥିସହିତ ଆଗାମୀ କାର୍ଯ୍ୟକ୍ରମ ପାଇଁ ଜାରି ରହିଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ରାଜ୍ୟ ବିଜେପିର ୧ ବର୍ଷ ପୂର୍ତ୍ତି ଅବସରରେ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।…

ଇରାନର ପ୍ରଥମ ସୁପ୍ରିମ ଲିଡରଙ୍କ ଭାରତ ଲିଙ୍କ

ନୂଆଦିଲ୍ଲୀ: ଇରାନର ପ୍ରଥମ ସର୍ବୋଚ୍ଚ ଲିଡର ଆୟାତୁଲ୍ଲା ରୁହୋଲ୍ଲାହ ଖୋମେନେଇ । ଇରାନର ନୋଟରୁ ସଡ଼କ, ସବୁଠି ଖୋମେନେଇଙ୍କ ଦବଦବା । ସେ ଦେଶରେ ଇସଲାମିକ କ୍ରାନ୍ତିର ଚେହେରା। ଇରାନ ଓ ଇସ୍ରାଏଲ ମଧ୍ୟରେ ଜୋରଦାର ଯୁଦ୍ଧ ଚାଲିଥିବା ବେଳେ ଖୋମେନେଇଙ୍କ ଭାରତ ଲିଙ୍କ ନେଇ ଚର୍ଚ୍ଚା ହେଉଛି ।…

ଇରାନ ପରେ ଟାର୍ଗେଟରେ ପାକିସ୍ତାନ !

ନୂଆଦିଲ୍ଲୀ: ପାକିସ୍ତାନ ସେନାମୁଖ୍ୟ ଅସିମ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି । ହେଲେ ପାକିସ୍ତାନରେ ଖୁସି ଅପେକ୍ଷା ଚିନ୍ତା ବେଶୀ ଘାରିଛି । ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ, ଆଗକୁ ପଡିବ କି ପାକିସ୍ତାନର ପାଳି? ଇରାନ ପରେ…

ଯାଜପୁରରେ ହଇଜା ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଲେ ସୂର୍ଯ୍ୟାବଂଶୀ ସୂରଜ

ଯାଜପୁର: ଯାଜପୁରରେ ହଇଜା ଝାଡାବାନ୍ତି ବ୍ୟାପିବା ୧୦ଦିନରେ ପହଞ୍ଚିଲା ବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଛି । ଯାଜପୁରରେ ହଇଜା ଓ ଡାଇରିଆ ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟାବଂଶୀ…

ଆସନ୍ତା ଜୁଲାଇରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଓଡିଶା ଆସିବେ ରାହୁଲ ଗାନ୍ଧୀ । ଜୁଲାଇ ଦ୍ୱିତୀୟ ସପ୍ତାହରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ । ଏହି ଗସ୍ତ ସମୟରେ ରାହୁଲ ଗାନ୍ଧୀଙ୍କ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜାରି ହେଲା ଟ୍ରାଫିକ୍ ଆଡଭାଇଜରି, ହେଭି ସିକ୍ୟୁରିଟି ଭିତରେ ରହିବେ ମୋଦି

ଭୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି ହୋଇଛି। ମୋଦିଙ୍କ ରୋଡ୍‌ ସୋ’ ରୁଟ୍‌ ଓ ଜନତା ମଇଦାନ ସମାରୋହ ସ୍ଥଳରେ ପ୍ରାୟ ୧୩୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ଜଗିବେ। ଆଜି ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌…

ସ୍ପେସ ଏକ୍ସ ଷ୍ଟାରସିପର ଟେଷ୍ଟିଂ ସମୟରେ ବିସ୍ଫୋରଣ

ନୂଆଦିଲ୍ଲୀ: ଟେକ୍ସାସରେ ବୁଧବାର ଏକ ଷ୍ଟାଟିକ ଫାୟାର ଟେଷ୍ଟ ସମୟରେ ଏଲନ ମସ୍କଙ୍କ ଷ୍ଟାରସିପ୍ ଯାନରେ ବିସ୍ଫୋରଣ ହୋଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରକେଟ୍ ର ତଳ ଭାଗରୁ ନିଆଁ ବାହାରି ଏହାର  ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ଭିଡିଓ ରେ ଦେଖିବାକୁ ମିଳିଥିଲା।ତେବେ…

ଆସନ୍ତାକାଲି ଦ୍ୱିତୀୟାର୍ଦ୍ଧରେ ରାଜଧାନୀରେ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଜାଣନ୍ତୁ କାରଣ…

ଭୁବନେଶ୍ବର: ଆସନ୍ତାକାଲି ଦ୍ବିତୀୟାର୍ଦ୍ଧରେ ରାଜଧାନୀ ଭୁବନେଶ୍ବରରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ସେହିପରି ରାଜସ୍ବ ଓ…

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଆମେରିକା ଯିବ ବ୍ଲାକ୍ ବକ୍ସ୍…..

ନୂଆଦିଲ୍ଲୀ: ଆମେରିକା ଯିବ ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନରର ବ୍ଲାକ୍ ବକ୍ସ୍ । ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନରର ବ୍ଲାକ୍ ବାକ୍ସଟି କ୍ଷତିଗ୍ରସ୍ତ ହୋଇଛି ଏବଂ ଏଥିରୁ ଅଧିକ ତଥ୍ୟ ବାହାରକରିବା ପାଇଁ ଏବେ ଏହାକୁ…

ପ୍ରଥମ ଥର ପାଇଁ କାନାଡା ଗୁଇନ୍ଦା ସଂସ୍ଥା କଲା ସ୍ୱୀକାର; ଦେଶରେ ଖାଲିସ୍ତାନୀ ଆତଙ୍କବାଦୀ ଅଛନ୍ତି ସକ୍ରିୟ

ନୂଆଦିଲ୍ଲୀ:କାନାଡାର ଗୁଇନ୍ଦା ସଂସ୍ଥା କାନାଡିଆନ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (CSIS) ଏକ ରିପୋର୍ଟରେ ବଡ଼ ଖୁଲାସା କରିଛି। କାନାଡା ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ ଖାଲିସ୍ତାନୀ ଆତଙ୍କବାଦୀମାନେ ଭାରତରେ ହିଂସା- ଆତଙ୍କବାଦ ପ୍ରସାର ପାଇଁ କାନାଡା ମାଟି ବ୍ୟବହାର କରୁଛନ୍ତି।…