Latest Odisha News

BREAKING NEWS

Monthly Archives

June 2025

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କଲା ଏନସିଡବ୍ଲ୍ୟୁ

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାରେ ୧୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ, ଏଥିରେ ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି । ଜାତୀୟ ମହିଳା କମିଶନ ମାମଲାରେ ଉଦବେଗ ପ୍ରକାଶ କରିବା ସହ ନିଜ ଆଡୁ ଏକ…

ମୋଦିଙ୍କ ଗସ୍ତ ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ !

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେବା ପାଇଁ ଆସନ୍ତା ୨୦ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ଜଣାପଡିଛି । କିଛି ଦିନ ପୂର୍ବରୁ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ…

ଶ୍ରୀମନ୍ଦିର ନୀତି-ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ସ୍କଟଲାଣ୍ଡ ସରକାରଙ୍କୁ ଅନୁରୋଧ କଲେ ସୁଦର୍ଶନ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନୀତି ଓ ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ସ୍କଟଲାଣ୍ଡର ସରକାରଙ୍କୁ ଅନୁରୋଧ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏନେଇ ସେଠାରେ ଥିବା ଭାରତୀୟ ଦୂତାବାସ ତରଫରୁ ସ୍କଟଲାଣ୍ଡରେ ହୋଇଥିବା ରଥଯାତ୍ରାକୁ ନେଇ ଟ୍ବିଟ୍…

ଝାଡ଼ାବାନ୍ତି ଡ଼ର: ସବୁ ଜିଲ୍ଲାକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଡରାଉଛି ଝାଡାବାନ୍ତି। ଦୃତ ଗତିରେ ଜିଲ୍ଲାକୁ ଜିଲ୍ଲା ମାଡି ଚାଲିଛି ଡାଇରିଆ। ଏନେଇ ଏବେ ଚିନ୍ତାରେ ଓଡ଼ିଶା। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାକୁ ତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ସଚିବ। ଏନେଇ ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍‌ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।…

ବଲାଙ୍ଗୀରରେ ଟ୍ରିପଲ ଇଞ୍ଜିନ ସରକାର, ଜିଲ୍ଲାରେ ବିକାଶ ୩ ଗୁଣ ବେଗରେ ଚାଲିଛି: ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ରାଜ୍ୟରେ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ…

ଜିଲ୍ଲାରେ ଦାଦନ ମୁକ୍ତ କରିବାକୁ ଅଣ୍ଟା ଭିଡିଲେ ଜିଲ୍ଲାପାଳ

ନୂଆପଡା ଜିଲ୍ଲାକୁ ନୂଆ ପରିଚୟ ଦେଇ ସଭ୍ରାନ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ଆରମ୍ଭ ହୋଇଛି ପ୍ରବାସୀ ଶ୍ରମିକ ସଚେତନ କାର୍ଯ୍ୟକ୍ରମ । ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତ ବିଭାଗର ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ୧୦ ମାସ ମଧ୍ୟରେ ୪୧ଟି ସଚେତନ କାର୍ଯ୍ୟକ୍ରମ ଆୟୋଜନ କରି…

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା: ସରକାରଙ୍କୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ କହିଲେ ନବୀନ

ଭୁବନେଶ୍ୱର: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଖବର ଅତ୍ୟନ୍ତ ସ୍ପର୍ଶକାତର,…

ଜୁଆ ଆଡ୍ଡାରେ ଚଢାଉ: ୬୩ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଜବତ, ୮ ଗିରଫ

ବ୍ରହ୍ମପୁର: ପୁଣି ଜୁଆ ଆଡ୍ଡାରେ ପୋଲିସର ଚଢାଉ। ରଜରେ ଚାଲିଥିଲା ଜୁଆ ଖେଳ। ଅତର୍କିତ ଚଢାଉ କଲା ପୋଲିସ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭରସା ଗ୍ରାମ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ଏଥି ୮ ଜଣ ଜୁଆଡ଼ିଙ୍କୁ ଧରିବାରେ ସଫଳ ହୋଇଛି। ସୂଚନା…

ଗୋଆ ଏବଂ ଆଣ୍ଟାର୍କଟିକାର ପିନ୍ କୋଡ୍ ସମାନ, ଜାଣନ୍ତୁ ଭାରତ ସହ କ’ଣ ରହିଛି ସମ୍ପର୍କ..

ନୂଆଦିଲ୍ଲୀ: ଗୋଆ ଏବଂ ଆଣ୍ଟାର୍କଟିକା ବିଶ୍ୱର ଦୁଇଟି ଭିନ୍ନ ସୀମାରେ ଅବସ୍ଥିତ । ଉଭୟର ପାଣିପାଗ, ସ୍ଥିତି ଏବଂ ପରିବେଶ ସମ୍ପୂର୍ଣ୍ଣ ଭିନ୍ନ । ସମୁଦ୍ର କୂଳରେ ଅବସ୍ଥିତ ଗୋଆ । ଏଠାକୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସନ୍ତି । ଏଠାକାର ସୁନ୍ଦର ପାଗ, ସମୁଦ୍ର କୂଳ ଏବଂ ସୁନ୍ଦର ଦୃଶ୍ୟ ଲୋକଙ୍କୁ…

ବଙ୍କରରେ ଲୁଚିଛନ୍ତି ଖାମେନେଇ !

ନୂଆଦିଲ୍ଲୀ: ଭୟାନକ ମୋଡରେ ଇସ୍ରାଏଲ୍ ଓ ଇରାନ ଯୁଦ୍ଧ । ଇରାନକୁ ଶେଷ ଅଲଟିମେଟମ୍ ଦେଇସାରିଛି ଆମେରିକା । ଇରାନ ବୁଝାମଣା କରି ପରମାଣୁ କାର୍ଯ୍ୟକ୍ରମ ଛାଡିବ ନହେଲେ ବିନାଶକୁ ଆମନ୍ତ୍ରଣ କରିବ । ଦୁଇ ଦେଶ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗି ରହିଥିବା ବେଳେ ନା ଇସ୍ରାଏଲ୍ ମିସାଇଲ୍ ଆକ୍ରମଣ ବନ୍ଦ…