Latest Odisha News

BREAKING NEWS

Monthly Archives

June 2025

ଚଳିତ ବର୍ଷ ସମସ୍ତ ବିଦ୍ୟାଳୟରେ ହେବ ଯୋଗ ଦିବସ

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ଦେଶ ପାଳିବ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଚଳିତବର୍ଷ ଐତିହାସିକ ଯୋଗ ସଙ୍ଗମ (ଗଣ ଯୋଗ ପ୍ରଦର୍ଶନ) ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ।…

ହେଲିକପ୍ଟର ଦୁର୍ଘଟଣା ପରେ ବଡ଼ ନିଷ୍ପତ୍ତି; ଚାରିଧାମରେ ​ନିଷେଧ ହେଲା ​ହେଲିକପ୍ଟର ସେବା

ଡେରାଡୁନ: ଆଜି ସକାଳେ ଉତ୍ତରାଖଣ୍ଡର କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା ଘଟିଛି । ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ, ଚାରିଧାମ ଯାତ୍ରା ସମୟରେ ଉପଲବ୍ଧ ହେଲିକପ୍ଟର ସେବାକୁ ନିଷିଦ୍ଧ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ UKADA ଏବଂ DGCA ଏହି…

ଇରାନ-ଇସ୍ରାଏଲ ସଂଘର୍ଷ…. ଯଦି ଯୁଦ୍ଧ ହୁଏ, କିଏ କାହା ଉପରେ ଭାରି ପଡିବ?

ନୂଆଦିଲ୍ଲୀ: ଶୁକ୍ରବାର ପ୍ରତ୍ୟୁଷରେ ଶନିବାର ରାତିରେ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏଥିରେ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଇରାନର ସାମରିକ ଏବଂ ପରମାଣୁ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଇରାନକୁ ବହୁ କ୍ଷତି ସହିବାକୁ ପଡ଼ିଛି। ଇସ୍ରାଏଲର ଆକ୍ରମଣ ପରେ…

ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ଆହୁରି ସକ୍ରିୟ ହୋଇ ବର୍ଷା କରାଇବ । ଯାହାର ପ୍ରଭାବରେ ଆଜିଠୁ ମୌସୁମୀ ଜନିତ ବର୍ଷାର ପରିମାଣ ବଢିବ । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ରହିଥିବା…

ଇରାନର ପରମାଣୁ ପ୍ରକଳ୍ପ ଏବଂ ଗ୍ୟାସ ଫିଲ୍ଡ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ, ତେହେରାନବି ଦେଲା ବାଲିଷ୍ଟିକ୍…

ନୂଆଦିଲ୍ଲୀ: ଶନିବାର ପୁଣି ଇସ୍ରାଏଲ ଇରାନର ତୈଳ ଭିତ୍ତିଭୂମି ଉପରେ ଏକ ବଡ଼ ଆକ୍ରମଣ କରିଛି। ଇରାନର ପରମାଣୁ ପ୍ରକଳ୍ପ ଏବଂ ଗ୍ୟାସ କ୍ଷେତ୍ର ଉପରେ ଇସ୍ରାଏଲର ବଡ଼ ଆକ୍ରମଣ କରିଥିବା ବେଳେ ତେହେରାନ ମଧ୍ୟ ଜବାବି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଗତକାଲି ରାତିରେ ତେଲ ଅଭିଭ ଏବଂ…

ଯାଜପୁର ହଇଜା ସ୍ଥିତି ଗୁରୁତର; ଆଉ ୨ ମୃତ, ଆଜି ଆସିବେ ୧୪ ଜଣିଆ କେନ୍ଦ୍ରୀୟ ଟିମ୍‌

ଯାଜପୁର: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତିରେ କୌଣସି ସୁଧାର ଆସୁନି । ପୁଣି ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ମୃତକ ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର ବୋଲି ଜଣାପଡିଛି । ଜିଲାରେ ୨୨୬ ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ…

ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଜି-୭ ସମ୍ମିଳନୀରେ ଯୋଗଦେବେ 

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି ୫ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି। ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ସକ୍ରିୟ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିବା ପରେ ଏହା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ। ଯେଉଁଥିରେ ସେ…

ପାରାଦୀପରେ ମାଛଧରା ଉପରୁ ହଟିଲା କଟକଣା

ପାରାଦୀପ: ପାରାଦୀପରେ ମାଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ଗତ ଦୁଇ ମାସ ଧରି ଲାଗିଥିବା କଟକଣା ହଟାଇ ଦିଆଯାଇଛି । କଟକଣା ଉଠିବା ପରେ ଚଳଚଞ୍ଚଳ ହୋଇଉଠିଛି ପାରାଦ୍ୱୀପ ମାଛଧରା ବନ୍ଦର । ପାରାଦ୍ୱୀପ ମାଛଧରା ବନ୍ଦର ମଧ୍ୟରୁ ପାଖାପାଖି ୩୦୦ ରୁ ଉର୍ଦ୍ଧ ବୋଟ ସମୁଦ୍ର କୁ ମାଛ ଧରିବାକୁ ବାହାରି…

କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୫ ମୃତ

ଡେରାଡୁନ: କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗୌରୀକୁଣ୍ଡ ଜଙ୍ଗଲରେ ହେଲିକପ୍ଟର୍ ଟି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଖବର ମିଳିବା ପରେ ଦୁର୍ଘଟଣାସ୍ଥଳରେ ରେସ୍‌କ୍ୟୁ ଟିମ୍‌ ଓ ପୋଲିସ ପହଞ୍ଚି…

ପ୍ରତିଦିନ ୪ଟି ଖଜୁରୀ ଭିଜେଇକି ଖାଆନ୍ତୁ ,ମିଳିବ ଏହି ଲାଭ…

ଭୁବନେଶ୍ବର:ଖଜୁରୀ ଏକ ସୁପରଫୁଡ୍ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଯଦି ଆପଣ ୪ଟି ଖଜୁରୀ ଭିଜେଇକି ଖାଇବେ ସକାଳୁ , ତେବେ ଏହାର ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିପାରିବ। ଏହା କେବଳ ଆପଣଙ୍କ ସ୍ୱାସ୍ଥ୍ୟକୁ ଉନ୍ନତ କରେ ନାହିଁ, ବରଂ ଜୀବନଶୈଳୀ ସମ୍ବନ୍ଧୀୟ ଅନେକ ରୋଗକୁ ଦୂରେଇ…