ଅହମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ସହାୟତାର ହାତ ବଢ଼ାଇଲା ୟୁଏସଏ
ନୂଆଦିଲ୍ଲୀ: ଅହମଦାବାଦରେ ଘଟିଥିବା ଦୁଃଖଦ ଦୁର୍ଘଟଣା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ସହାୟତାର ହାତ ବଢ଼ାଇଲା USA। ଦୁର୍ଘଟଣାର କାରଣ ଖୋଜିବା ପାଇଁ ଅଧିକ ଜ୍ଞାନକୌଶଳ ଦେବାକୁ ପ୍ରସ୍ତାବ। ଏନେଇ ନ୍ୟାସନାଲ୍…