Latest Odisha News

BREAKING NEWS

Monthly Archives

July 2025

ବିଶ୍ୱର ପ୍ରଥମ ଟ୍ରାଫିକ୍ ସିଗ୍ନାଲ କେଉଁଠି ଲାଗିଥିଲା? ଏହା ପଛରେ ରହିଥିଲା ଭୟାନକ ଦୁର୍ଘଟଣା

ନୂଆଦିଲ୍ଲୀ : ଆମେ ପ୍ରତିଦିନ ରାସ୍ତାରେ ଟ୍ରାଫିକ୍ ସିଗ୍ନାଲ ଦେଖୁଛୁ, ଯାହା ଆମ ଯାତ୍ରାକୁ ସୁରକ୍ଷିତ ଓ ବ୍ୟବସ୍ଥିତ କରିଥାଏ। କିନ୍ତୁ କେବେ ଭାବିଛନ୍ତି କି ବିଶ୍ୱର ପ୍ରଥମ ଟ୍ରାଫିକ୍ ସିଗ୍ନାଲ କେଉଁଠାରେ ଓ କେମିତି ଆରମ୍ଭ ହୋଇଥିଲା? ‘ବିଶ୍ୱର ପ୍ରଥମ’ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ…

ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼, ପୂର୍ବରୁ ପୁଅକୁ ମଧ୍ଯ…

ପାଟନା: ବିହାର ପାଟନାର ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି ମାଡ ହୋଇଛି। ଯାହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ।ଗୋପାଳ ଖେମକା ଗତ ରାତିରେ ବାଙ୍କିପୁର କ୍ଲବରୁ ଗାନ୍ଧୀ ମୈଦାନ…

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ

ଭୁବନେଶ୍ୱର: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଅପହୃତ ଓଡ଼ିଆ ଯୁବକ ଜଣକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି…

କାହିଁକି ତ୍ରିନିଦାଦ ଏବଂ ଟୋବାଗୋ ସଂସଦରେ ଭାବପ୍ରବଣ ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି?

ନୂଆଦିଲ୍ଲୀ: ତ୍ରିନିଦାଦ ଏବଂ ଟୋବାଗୋ ସଂସଦରେ ଭାବପ୍ରବଣ ହୋଇଗଲେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତ୍ରିନିଦାଦ ଏବଂ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ। ସଂସଦରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ବାଚସ୍ପତିଙ୍କ…

‘ପାକିସ୍ତାନ ପାଖରେ ନାହିଁ ମସୁଦ୍ ଅଜହରର ଠିକଣା, ଭାରତ ଦେଲେ ଗିରଫଦାରୀ’ କହିଲେ ବିଲାଓ୍ବଲ….

ନୂଆଦିଲ୍ଲୀ: ପାକିସ୍ତାନ ଜାଣିନାହିଁ ଯେ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହର କେଉଁଠି ଅଛି । ଭାରତ ପ୍ରମାଣ ଦେଉ ପାକିସ୍ତାନ ଗିରଫ କରିବ । ମସୁର ଆତଙ୍କୀ ମସୁଦ ଅଜହରର ପାକିସ୍ତାନରେ ହିଁ ଲୁଚି ରହିଥିବା ଦାବିକୁ ଖଣ୍ଡନ କରି କିଛି ଏପରି କହିଛନ୍ତି ପାକିସ୍ତାନ ପୂର୍ବ ବୈଦେଶିକ ମନ୍ତ୍ରୀ ତଥା…

୨୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ବର୍ଷା। ଆଉ ୩ ଦିନ ଯାଏଁ ଏଭଳି ସ୍ଥିତି ଜାରି ରହିବ। ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।ଆଉ ଏକ ଟର୍ଫ ଲାଇନ ଏହି ଘୂର୍ଣ୍ଣିବଳୟ ଉପର ଦେଇଯାଇଛି।…

ନିଦ୍ରାହୀନତା ସମସ୍ୟା ଦୂର କରିବ ୪-୭-୮ ନିୟମ.. !

ଭୁବନେଶ୍ବର:ସ୍କ୍ରିନରେ ଦୀର୍ଘ ସମୟ ଧରି କାମ କରିବା କିମ୍ବା ମୋବାଇଲରେ ବ୍ୟସ୍ତ ରହିବା ଭଳି ଅନେକ କାରଣ ଅଛି ଯାହା ଲୋକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରହିବାର ଅଭ୍ୟାସ କରାଇଥାଏ । କିନ୍ତୁ ଏହା ନିଦକୁ ଏମିତି ହଜେଇ ଦିଏ ଯେ, ସ୍କ୍ରିନରୁ ଦୂରରେ ରହିଲେ ମଧ୍ୟ ଶୋଇବା କଷ୍ଟକର…

ଆଜି ବାହୁଡ଼ା ଯାତ୍ରା; ଅପରାହ୍ନ ୪ଟାରୁ ରଥଟଣା

ପୁରୀ: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା । ନବଦିନାତ୍ମକ ଯାତ୍ରା ସାରି ଆଜି ବଡ଼ଦେଉଳ ଅଭିମୁଖେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି । ପୁଣି ଥରେ ରଥ ଚଢ଼ି ବାହୁଡ଼ିବେ ଶ୍ରୀଜିଉ । ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅପେକ୍ଷାରତ ଅଛନ୍ତି ତାଳଧ୍ୱଜ, ଦେବଦଳନ ଓ…

ପ୍ରତିବର୍ଷ ରେବିଜ୍ ନେଉଛି ୫୭୦୦ ଲୋକଙ୍କ ଜୀବନ; ଦେଶରେ ୨୦୩୦ ସୁଦ୍ଧା…

ନୂଆଦିଲ୍ଲୀ:ICMR (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ର ଏକ ରିପୋର୍ଟରେ ରେବିଜ୍ ବିଷୟରେ ଏକ ଚକିତ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଭାରତରେ ପ୍ରାୟ ୫୭୦୦ ଲୋକ ରେବିଜ୍ ଯୋଗୁଁ ପ୍ରାଣ ହରାନ୍ତି। ତେଣୁ, ସରକାର ୨୦୩୦ ସୁଦ୍ଧା 'ଶୂନ୍ୟ ମୃତ୍ୟୁ'…

ଶ୍ରୀ ଭାଗବତ ସାର ୮୮: କେଉଁ ତିଥିରେ ପଡେ ଭାଗବତ ଜନ୍ମ ଦିବସ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ଜନ୍ମ ଓ ସଂସାରରେ ଏହାର ପ୍ରଚାର ଓ ପ୍ରସାରର ଗୋଟିଏ ମୂଳ ବିବରଣୀ ଆମେ ଜାଣିଲେ। ଆଉ ଏହା ମଧ୍ୟ ଜାଣିଲେ ଶୌନକାଦି ଋଷି ମାନେ ନୈମିଷ୍ୟାରଣ୍ୟରେ ସହସ୍ର ବର୍ଷ ଯଜ୍ଞ ସମ୍ପାଦନ କରୁଥିବା ସମୟରେ ଶୁକଦେବ ଶିଷ୍ୟ…