Latest Odisha News
Monthly Archives

July 2025

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବଡ ଖୁଲାସା: କ୍ରାସ ପୂର୍ବରୁ ୨ଥର ଫୁଏଲ୍ ସ୍ପିଚ୍ ବଦଳାଇଥିଲା ଏଆଇ….

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ସମ୍ପର୍କରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB)ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି । ରିପୋର୍ଟ…

ଇଡିରେ ହାଜର ହେଲେ ରବର୍ଟ ଭଦ୍ରା, କେଉଁ ମାମଲାରେ ତାଙ୍କୁ କରାଯାଉଛି ଜେରା?

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ତଥା ପ୍ରସିଦ୍ଧ ବ୍ୟବସାୟୀ ରବର୍ଟ ଭଦ୍ରା ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇଛନ୍ତି। ଏହି ହାଜିରା ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲା, ଯେଉଁଠାରେ ଅଧିକାରୀମାନେ ତାଙ୍କୁ…

କାର୍ଟୁନିଷ୍ଟଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ମୋଦି ଓ ଆରଏସଏସକୁ ନେଇ ତିଆରି କରିଥିଲେ ଆପତ୍ତିଜନକ କାର୍ଟୁନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆରଏସଏସ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଏବଂ ଏକ କାର୍ଟୁନ ବନେଇବା ମାମଲାରେ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଇନ୍ଦୋରର ଜଣେ କାର୍ଟୁନିଷ୍ଟଙ୍କୁ ସୋମବାର ସୁପ୍ରିମକୋର୍ଟ ମୌଖିକ ଭାବରେ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି,…

କଟକ ଜିଲ୍ଲାର ପ୍ରମୁଖ ମନ୍ଦିର ଗୁଡିକର ଉନ୍ନୟନ କାର୍ଯ୍ୟକୁ ଅତି ଶୀଘ୍ର ଶେଷ କରିବାକୁ ପୂର୍ତ୍ତ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କଟକ ଜିଲ୍ଲା ଅନ୍ତର୍ଗତ ମା' କଟକ ଚଣ୍ଡୀ, ନୀଳମାଧଵ, ମା' ଚର୍ଚ୍ଚିକା, ଧବଳେଶ୍ୱର ଓ ଗୋପୀନାଥ ଜୀଉ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା ବୈଠକ ଆଜି ସ୍ଥାନୀୟ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ…

ହସ୍ପିଟାଲ୍ ବିଲ୍‌ଡିଂରୁ ଡେଇଁ ରୋଗୀ ଗୁରୁତର; କାରଣ ଅସ୍ପଷ୍ଟ

ବଲାଙ୍ଗିର: ହସ୍ପିଟାଲ ବିଲ୍‌ଡିଂରୁ ଡେଇଁ ରୋଗୀ ଗୁରୁତର। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକ ମିଳିଛି । ରୋଗୀ ଜଣକ ମେଡିସିନ୍ ଓ୍ବାର୍ଡର ଦ୍ଵିତୀୟ ମହଲାରୁ ଡେଇଁ ଗୁରୁତର ହୋଇଛନ୍ତି। ଏପଟେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ସର୍ଜରୀ ଓ୍ବାର୍ଡରେ…

ଆମେରିକା ଯିବା ପାଇଁ ବ୍ୟାଙ୍କ ବାଲାନ୍ସ କେତେ ରହିବା ଆବଶ୍ୟକ, ଭିସା ମିଳିବା ପୂର୍ବରୁ ଚେକ୍‌ ହୋଇଥାଏ କି ଆପଣଙ୍କ…

ନୂଆଦିଲ୍ଲୀ: ଆମେରିକାକୁ ପାଠପଢ଼ା, ଚାକିରି କିମ୍ବା ବୁଲିବା ପାଇଁ ଯାଉଥିବା ଲୋକଙ୍କ ମନରେ ପ୍ରାୟତଃ ଏକ ପ୍ରଶ୍ନ ଉଠିଥାଏ ଯେ ଭିସା ଇଣ୍ଟରଭ୍ୟୁ ସମୟରେ ବ୍ୟାଙ୍କ ବାଲାନ୍ସ କେତେ ହେବା ଆବଶ୍ୟକ? ବେତନ ମଧ୍ୟ ଯାଞ୍ଚ କରାଯାଏ କି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ସମ୍ପୂର୍ଣ୍ଣ ରୂପେ ନିର୍ଭର କରେ ଆପଣ…

5 KM ଦୂରରେ ସ୍କୁଲ ଥିଲେ ଛାତ୍ର-ଛାତ୍ରୀଙ୍କ ଆକାଉଣ୍ଟକୁ ଆସିବ ୬ ହଜାର ଟଙ୍କା, ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲଠାରୁ ୫ କିଲୋମିଟର କିମ୍ବା ତା’ଠାରୁ ଅଧିକ ଦୂରରେ ରହୁଛନ୍ତି, ସେମାନଙ୍କୁ ଏବେ ପ୍ରତି ବର୍ଷ ୬,୦୦୦ ଟଙ୍କାର…

ଏମ୍ସରେ ବିଗିଡିଲା ଛାତ୍ରୀଙ୍କ ଅବସ୍ଥା

ସମୟ ଯେତେ ଯାଉଛି ଏମ୍ସରେ ଚିକିତ୍ସାଧୀନ ଥିବା ଛାତ୍ରୀଙ୍କ ଅବସ୍ଥା ସେତେ ଖରାପ ହେଉଛି । ଏମ୍ସରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏଫଏମ କଲେଜର ଛାତ୍ରୀଙ୍କସ୍ୱସ୍ଥା ଏବେ ଶଙ୍କଟାପନ୍ନ ରହିଥିବା କୁହାଯାଇଛି । ନିଆରେ ପୋଡିହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଉ ସେ ମେଡିକାଲରେ…

ଏଫଏମ ଛାତ୍ରୀ ଆତ୍ମାହୁତି: ଏବେ ବି ଜଟିଳ ରହିଛି ଛାତ୍ରୀଙ୍କ ଅବସ୍ଥା, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା…

ଭୁବନେଶ୍ୱର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ନିଜକୁ ଜାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଏବେ ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି କରିଛି । ଆଜି ମଧ୍ୟ ବାଲେଶ୍ବରରେ ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ବାଲେଶ୍ବରରେ କଂଗ୍ରେସ ପକ୍ଷରୁ…

ଯୌତୁକ ପାଇଁ ବୋହୂକୁ ପୋଡିଦେଲେ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଯୌତୁକ ପାଇଁ ବୋହୂକୁ ପୋଡି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ କିଛିଦିନ ତଳେ ବିବାହ ହୋଇଥିଲା । ପ୍ରଥମେ ସବୁକିଛି…