Latest Odisha News

BREAKING NEWS

Monthly Archives

August 2025

Weather update: ରାଜ୍ୟରେ ୟେଲୋ ୱାର୍ଣ୍ଣିଂ;୩୦ ଯାଏଁ ଛେଚିବ ବର୍ଷା

ଭୁବନେଶ୍ବର:ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ରହିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ତେବେ ଆଗାମୀ ୨୪ଘଣ୍ଟା ପାଇଁ ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଗାମୀ ୨୪ଘଣ୍ଟାରେ…

ଶ୍ରୀ ଭାଗବତ ସାର ୧୪୨: ନିଜ ମନକୁ ଚିନ୍ତା ମୁକ୍ତ କରି ଶିଶୁ ଭଳି ସରଳ ମନର ଅଧିକାରୀ ହେବା ଏତେ ସହଜ ନୁହେଁ, ଏଥିପାଇଁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅବଧୂତଙ୍କ ଚବିଶି ଗୁରୁ ଚୟନ ବିଷୟ ଆମେ ଆଲୋଚନା କରୁଛେ। ଏହି ଅବସରରେ ଗୋଟିଏ ବିଷୟ ନିତ୍ୟାନ୍ତ ଭାବେ ଆମର ଦୃଷ୍ଟି ଗୋଚର ହେଉଛି ଯେ ଅବଧୂତ ମହାରାଜ ଗୁଣ ଗୁଡିକ ଗ୍ରହଣ କରିବା ଠାରୁ ଅବଗୁଣକୁ ତ୍ୟାଗ କରିବା ଉପରେ…

Naxal Encounter: ଏନକାଉଣ୍ଟରରେ ୪ ନକ୍ସଲ ନିହତ; ବହୁ ଅସ୍ତ୍ରଶସ୍ତ୍ର ଉଦ୍ଧାର

ନୂଆଦିଲ୍ଲୀ:ପୂର୍ବ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ତିନି ଜଣ ମହିଳା ନକ୍ସଲ ସମେତ ଅତି କମରେ ଚାରି ଜଣ ନକ୍ସଲ ନିହତ ହୋଇଛନ୍ତି। ପୋଲିସର ଏକ ବିବୃତ୍ତିରେ…

No-fly zone: ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନ୍‌ରେ ପୁଣି ଉଡ଼ିଲା ଡ୍ରୋନ୍

ପୁରୀ:ଶ୍ରୀମନ୍ଦିର ଉପରେ ବୁଧବାର ସନ୍ଧ୍ୟାରେ ନୋ ଫ୍ଲାଇଙ୍ଗ ଜୋନ୍‌ରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। ମାର୍କେଟ ଛକରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ନିକଟରୁ ଡ୍ରୋନ୍‌ଟି ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ଉଡୁଥିବାର ଦେଖିବାକୁ ମିଳିଥିଲା। ମାର୍କେଟ ଛକଠାରୁ ଡ୍ରୋନ୍‌ଟି ଅପରେଟ୍‌…

Cuttack railway station: ପ୍ଲାଟଫର୍ମ ଛାତ ଭୁଶୁଡିବା ଘଟଣା; ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ…

ଭୁବନେଶ୍ୱର: କଟକ ରେଲୱେ ଷ୍ଟେସନର ପ୍ଲାଟଫର୍ମ-୧ରେ ଥିବା ଛାତ ଭୁଶୁଡିପଡିବା ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି । ରେଲୱେ ବିଭାଗ ଓ ଠିକା ସଂସ୍ଥାର ଦାୟିତ୍ଵହୀନତା ଓ ସୁରକ୍ଷା ପ୍ରତି ଧ୍ୟାନ ନଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି । କଟକ ଭଳି ବ୍ୟସ୍ତବହୁଳ ରେଲୱେ ଷ୍ଟେସନର ମରାମତି…

ଅସୁରକ୍ଷିତ ଆମେରିକା? ସ୍କୁଲ ଭିତରେ ଗର୍ଜିଲା ବନ୍ଧୁକ, ୩ ଜଣଙ୍କ ମୃତ୍ୟୁ ୨୦ ଆହତ

ଓ୍ୱାଶିଂଟନ: ଅସୁରକ୍ଷିତ ଆମେରିକା? ଦିନ ଦ୍ୱିପ୍ରହରରେ ଫୁଟି ଚାଲିଛି ଗୁଳି। ମିନେସୋଟାର ମିନିଆପୋଲିସ୍‌ରେ ଏକ କ୍ୟାଥୋଲିକ ସ୍କୁଲରେ ଭୟଙ୍କର ଗୁଳିମାଡ଼ ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଘଟଣାଟି ସ୍ଥାନୀୟ ସମୟ ସକାଳେ ଘଟିଥିବା ଜଣାପଡ଼ିଛି।…

ଏବେ ଏଣ୍ଡ୍ରଏଡ୍ ଓ iPhone ମଧ୍ୟରେ ଆରାମରେ ହେବ ଫାଇଲ ଟ୍ରାନ୍ସପର, ଜାଣନ୍ତୁ ଟ୍ରିକ୍

ନୂଆଦିଲ୍ଲୀ: ଗୁଗୁଲର ଲୋକପ୍ରିୟ ଫାଇଲ୍ ଶେୟାରିଂ ଟୁଲ୍ ‘କ୍ୱିକ୍ ଶେୟାର’ ଶୀଘ୍ର iPhone ଏବଂ Mac ଡିଭାଇସ୍‌ରେ ମଧ୍ୟ କାମ କରିପାରେ। ଏଯାଏ ଏହା କେବଳ ଏଣ୍ଡ୍ରଏଡ୍ ଫୋନ୍, କ୍ରୋମବୁକ୍ ଏବଂ ଉଇଣ୍ଡୋଜ୍ ପିସିରେ ଉପଲବ୍ଧ ଥିଲା, କିନ୍ତୁ ଏବେ ଗୂଗଲ୍ iOS ଏବଂ macOS ପାଇଁ ଏହାକୁ ଆଣିବାର ଯୋଜନା…

ନୟାଗଡ଼ ଜିଲ୍ଲା ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ନୟାଗଡ଼: ଜିଲ୍ଲା ବିକାଶ ସମ୍ମିଳନୀ (ଟ୍ରଷ୍ଟ) ପକ୍ଷରୁ,  ନୟାଗଡ ଜିଲ୍ଲାର ବହୁମୁଖୀ ବିକାଶ ଉଦ୍ଦେଶ୍ୟରେ କିଛି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନାକରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସମ୍ମିଳନୀର ସଦସ୍ୟଗଣ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନୟାଗଡ଼…

ସାବଧାନ ହୋଇଯାନ୍ତୁ ଏହି ତିନି ରାଶି, ଆଗକୁ ବଡ଼ ବିପଦ !

ବୈଦିକ ଜ୍ୟୋତିଷରେ ଗ୍ରହମାନଙ୍କର ସ୍ଥିତି ଆମ ଜୀବନକୁ ପ୍ରଭାବିତ କରିଥାଏ, କିନ୍ତୁ ପ୍ରତ୍ୟେକ ପରିସ୍ଥିତି ଏକ ନୂଆ ସୁଯୋଗ ମଧ୍ୟ ଆଣିଥାଏ। ବର୍ତ୍ତମାନ ନ୍ୟାୟ ଏବଂ କର୍ମର ଗ୍ରହ ଶନି ମୀନ ରାଶିରେ ଅବସ୍ଥିତ ଥିବାବେଳେ ଗ୍ରହମାନଙ୍କର ସେନାପତି ମଙ୍ଗଳ କନ୍ୟା ରାଶିରେ ରହିଛନ୍ତି, ଯାହା ଦ୍ୱାରା…

HDFCରେ ଆକାଉଣ୍ଟ ଥିଲେ ନିଶ୍ଚିତ ପଢ଼ନ୍ତୁ ଏହି ଖବର, ଆଗକୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଉଚ୍ଚ ନେଟ୍‌ୱର୍ଥ ବ୍ୟକ୍ତି ଏବଂ HDFC ବ୍ୟାଙ୍କର ଗ୍ରାହକ, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ। ବ୍ୟାଙ୍କ ଏହାର ପ୍ରିମିୟମ୍ ସେବା ଇମ୍ପେରିଆର ନିୟମରେ ଏକ ନୂଆ ବିକଳ୍ପ ଯୋଡିଛି, ଯାହା ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବ। ଏହି ପରିବର୍ତ୍ତନ ୧ ଅକ୍ଟୋବର…