‘ରାଇଜିଂ ଓଡ଼ିଶା’ କନ୍କ୍ଲେଭରେ ମମତାଙ୍କ ଉପରେ ବର୍ଷିଲେ ମୋହନ
ଭୁବନେଶ୍ବର: ଏକ ଗଣମାଧ୍ୟମର ‘ରାଇଜିଂ ଓଡ଼ିଶା' କନ୍କ୍ଲେଭରେ ଯୋଗଦେଇ ମମତାଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାଂଲାଦେଶୀଙ୍କୁ ପଶ୍ଚିମବଙ୍ଗର ବୋଲି ଦାବି କରୁଥିବା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ରସଗୋଲାକୁ ବି…