ଏବେ ଆଉ ଫ୍ରିରେ ଚଲାଇପାରିବେନି ଫେସବୁକ-ଇନଷ୍ଟାଗ୍ରାମ, ଦେବାକୁ ପଡ଼ିବ ଟଙ୍କା !
ନୂଆଦିଲ୍ଲୀ: ସାରା ବିଶ୍ୱରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଓ ଇନଷ୍ଟାଗ୍ରାମର ବ୍ୟବହାର ବଢ଼ିଚାଲିଛି। ମନୋରଞ୍ଜନରୁ ଆରମ୍ଭ କରି ବନ୍ଧୁଙ୍କ ସହ ଯୋଗାଯୋଗ ରଖିବା ପାଇଁ ଲୋକେ ଏହି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରନ୍ତି। ବର୍ତ୍ତମାନ ଯାଏ ଏହି ପ୍ଲାଟଫର୍ମଗୁଡ଼ିକ ସମ୍ପୂର୍ଣ୍ଣ ମାଗଣା…