Latest Odisha News

BREAKING NEWS

Monthly Archives

September 2025

୮ ଘଣ୍ଟାରୁ ଅଧିକ ସମୟ ବସି କାମ କରୁଛନ୍ତି ? ତେବେ ଲିଭର ସମସ୍ୟା ନିଶ୍ଚିତ! ଜାଣନ୍ତୁ କଣ କରିବେ ?

ନୂଆଦିଲ୍ଲୀ: ଆଧୁନିକ କର୍ପୋରେଟ୍ କଲ୍‌ଚର୍ ଏବଂ ଡିଜିଟାଲ୍ ଜୀବନଶୈଳୀର ପ୍ରଭାବରେ ଭାରତର ଯୁବକମାନେ ଏବେ ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି – ଫ୍ୟାଟି ଲିଭର ରୋଗ। ସମ୍ପ୍ରତି ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଦୀର୍ଘ ସମୟ ଧରି ବସି କାମ କରିବା, ଅତ୍ୟଧିକ ସ୍କ୍ରିନ୍ ଟାଇମ୍…

ଏହି ରାଶିର ଲୋକଙ୍କ ପାଇଁ ଭାଗ୍ଯ ଫିଟିଲା, ହୋଇଯିବ ମାଲାମାଲ୍

ଭୁବନେଶ୍ୱର: ଆସନ୍ତା ୧୫ ସେପ୍ଟେମ୍ବର ୨୦୨୫, ସକାଳ ୧୧:୧୦ ରେ, ଗ୍ରହର ରାଜକୁମାର ବୁଧ କନ୍ୟା ରାଶିରେ ଗୋଚର କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୁଧଙ୍କ ଏହି ଗୋଚର ବୁଦ୍ଧି, ଯୋଗାଯୋଗ, ବ୍ୟବସାୟ ଓ ନିଷ୍ପତ୍ତି ଗ୍ରହଣରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। କନ୍ୟା ରାଶିରେ ବୁଧ ନିଜର ଉଚ୍ଚ…

ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଜଷ୍ଟିସ ସୁଶୀଳା କାର୍କି…

କାଠମାଣ୍ଡୁ: ନେପାଳରେ ଜେନ-ଜେଡ ବିରୋଧ ପ୍ରଦର୍ଶନ ଚାଲିଥିବା ସମୟରେ ସୁଶୀଳା କାର୍କି ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହେବା ନେଇ ଆଶଙ୍କା କରାଯାଉଛି। କେପି ଶର୍ମା ଓଲି ଇସ୍ତଫା ପରେ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ…

ଭାରତର ୧୦୦ ଟଙ୍କା ନେପାଳରେ କେତେ ? ଜାଣିଲେ ତାଜୁବ ହୋଇଯିବେ…

କାଠମାଣ୍ଡୁ: ନେପାଳରେ ଚାଲିଥିବା ତୀବ୍ର ବିକ୍ଷୋଭ ଏବଂ ରାଜନୈତିକ ସଙ୍କଟ ଏବେ ଦେଶର ଅର୍ଥନୀତି ଓ ପର୍ଯ୍ୟଟନ କ୍ଷେତ୍ରକୁ ଗଭୀର ପ୍ରଭାବିତ କରୁଛି। Gen Z ବିପ୍ଳବ ନାମରେ ପରିଚିତ ଏହି ଆନ୍ଦୋଳନରେ ଦୁର୍ନୀତି ବିରୋଧରେ ଯୁବକମାନେ ରାସ୍ତାକୁ ଓହ୍ଲାଇଛନ୍ତି, ଯାହା ଫଳରେ କାଠମାଣ୍ଡୁରେ ଭୟଙ୍କର…

ନେପାଳ ହିଂସାକୁ ନେଇ ଏପରି କହିଲା ଚୀନ…

ବେଜିଂ: Gen-Z ଆନ୍ଦୋଳନ ପରେ ନେପାଳରେ ଅରାଜକତା ଦେଖାଦେଇଛି। ହିଂସା ଏବଂ ପୋଡ଼ାଜଳା ପରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଥିଲା, ଯାହା ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଚୀନ୍ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ଆସିଛି। ଚୀନ୍…

ପୁଣି ଏକାଠି ହେବେ ମୋଦି-ଟ୍ରମ୍ପ, ଆମେରିକାରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ: ସୁଧୁରିବକି ଭାରତ-ଆମେରିକା ସମ୍ପର୍କ । ଭାରତ ଓ ଚୀନ୍‌ ଉପରେ ୧୦୦ ପ୍ରତିଶତ ଟାରିଫ୍‌ ଲାଗୁ କରିବାକୁ ୟୁରୋପୀୟ ସଂଘକୁ କହିବା ଭିତରେ ପୁଣି ଭାରତ ପ୍ରତି ନରମ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌...ଆଉ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ।…

ନେପାଳ ପରେ ଜଳୁଛି ଫ୍ରାନ୍ସ; ୨୦୦ ବିକ୍ଷୋଭକାରୀ ଗିରଫ

ନୂଆଦିଲ୍ଲୀ: ନେପାଳ ପରେ ଫ୍ରାନ୍ସରେ ମଧ୍ୟ ସରକାରଙ୍କୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ସେଠାକାର ନାଗରିକ ମାକ୍ରୋନ୍ ସରକାରଙ୍କ ବିରୋଧରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇ ବିରୋଧ କରିବା ସହ ପୋଡ଼ାଜଳା ମଧ୍ୟ କରିଛନ୍ତି। ଏଥିସହିତ ପ୍ୟାରିସରେ ଫ୍ରାନ୍ସ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ଏହି ରାଜ୍ୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ କ୍ୟାନସର ସଂଖ୍ୟା ବେଶି: ରିପୋର୍ଟ

ନୂଆଦିଲ୍ଲୀ: କର୍କଟ ବା କ୍ୟାନସର ଏକ ଗମ୍ଭୀର ରୋଗ । ଏହାର ଚିକିତ୍ସା ସମ୍ଭବ, ତଥାପି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର କାରଣ ଜୀବନଶୈଳୀ ବୋଲି ବିବେଚନା କରାଯାଉଛି । ଭାରତରେ ମଧ୍ୟ ଏହି ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି । ଏକ ରିପୋର୍ଟରୁ ଜଣାପଡିଛି ଯେ…

ଟାଟା ପାୱାର ନେତୃତ୍ୱାଧୀନ ଡିସକମଗୁଡ଼ିକ ଆଣିଛନ୍ତି ଗ୍ରାହକ କୈନ୍ଦ୍ରୀକ ଶକ୍ତି 

ଗ୍ରାହକମାନଙ୍କ ପାଇଁ ବହୁବିଧ ଟଚ୍‌ପଏଣ୍ଟ: ଗ୍ରାହକ ସେବା କେନ୍ଦ୍ର (ସିସିସି), ଅନୁଭବ କେନ୍ଦ୍ର, ମୋବାଇଲ୍ ଆପ୍‌, ଦ୍ରୁତ ସମାଧାନ ପାଇଁ ୱେବସାଇଟ୍ ଉପଲବ୍ଧ

ସେପ୍ଟେମ୍ବର ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି: ମନ୍ତ୍ରୀ

ଭୁବନେଶ୍ବର: ବଡ଼ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି । ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସମ୍ପୂର୍ଣ୍ଣ ଓଡ଼ିଶାରେ ଚଢ଼ାଉକୁ ଜୋରଦାର କରାଯାଇଛି । ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ…