ରାଗି ଯାଇଛନ୍ତି ଅଲ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା
କଟକ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ଖେଳିବା ପାଇଁ କଟକରେ ଅଛନ୍ତି । ତେବେ ସେ ଏବେ କିଛି ଦିନ ହେବ କ୍ରୋଧରେ ଅଛନ୍ତି । ତାଙ୍କ ଗର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ଏକ ଫଟୋ ଏବଂ ଭିଡିଓକୁ ନେଇ ସେ ରାଗିଛନ୍ତି ।…