Latest Odisha News

BREAKING NEWS

Yearly Archives

2025

୯୪ ପ୍ରତିଶତ ପଛୁଆବର୍ଗଙ୍କ ପାଇଁ ବାଚସ୍ପତିଙ୍କୁ ସ୍ମାରକପତ୍ର ପ୍ରଦାନ କଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ପଛୁଆବର୍ଗଙ୍କ ସଂରକ୍ଷଣକୁ ନେଇ ପିସିସି ସଭାପତି  ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ବିଧାନସଭା ବାଚସ୍ପତି  ସୁରମା ପାଢ଼ୀଙ୍କୁ ବିଧାନସଭାରେ ତାଙ୍କ କକ୍ଷରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଓଡ଼ିଶାର ସମୁଦାୟ ଜନସଂଖ୍ୟାର ପ୍ରାୟ ୯୪…

ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଜାତୀୟ ପ୍ରଦୂଷଣ ନିବାରଣ ଦିବସ ପାଳିତ 

ଭୁବନେଶ୍ୱର: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍ /ଏନ୍ଏସ୍  ଇଣ୍ଡିଆ) ଏହାର ପାରାଦ୍ଵୀପ ଏବଂ ଡାବୁନା ପ୍ଲାଣ୍ଟରେ ସଚେତନତା ଅଧିବେଶନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ଜାତୀୟ ପ୍ରଦୂଷଣ ନିବାରଣ ଦିବସ ପାଳନ କରିଛି। ଯାହା ସ୍ଥାୟୀତ୍ୱ ଏବଂ ପରିବେଶ ସୁରକ୍ଷା ପ୍ରତି ଏହାର…

Delhi Blast case: ଲାଲକିଲ୍ଲା ବିସ୍ଫୋରଣ ମାମଲା: NIA ହେପାଜତରେ ଚାରି ଅଭିଯୁକ୍ତ, ପୁଣି ବଢିଲା ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣର ତଦନ୍ତ ଜାରି ରହିଛି। ତେବେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଚାରି ଅଭିଯୁକ୍ତଙ୍କ ଏନଆଇଏ ହେପାଜତକୁ ଆଉ ଚାରି ଦିନ ବୃଦ୍ଧି କରିଛନ୍ତି। ଏହି ଅଭିଯୁକ୍ତମାନଙ୍କ ନାମ ହେଉଛି ଡକ୍ଟର ମୁଜାମ୍ମିଲ,…

ଗତ ୧୬ ମାସ ମଧ୍ୟରେ ୩୪୮୬ ଜଣ ସାଇବର ଠକେଇର ଶିକାର

ଭୁବନେଶ୍ୱର: ଗତ ୧୬ ମାସ ମଧ୍ୟରେ ୩୪୮୬ ଜଣ ସାଇବର ଠକେଇର ଶିକାର। କଂଗ୍ରେସ ବିଧାୟକ ରାମ ଚନ୍ଦ୍ର କାଡମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୋମବାର ଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ ୨୦୨୩ରୁ ନଭେମ୍ବର ୨୦୨୪ ମଧ୍ୟରେ ଅର୍ଥାତ୍ ଗତ ୧୬ ମାସ ମଧ୍ୟରେ ସାଇବର ଅପରାଧୀମାନେ…

ଆଇସିସି ଟି୨୦ ବିଶ୍ୱକପ ପୂର୍ବରୁ ଓହରିଲା ମୂଖ୍ୟ ବ୍ରଡକାଷ୍ଟର ଜିଓ ହଟଷ୍ଟାର

ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ ପୂର୍ବରୁ ଏହାର ମୂଖ୍ୟ ବ୍ରଡକାଷ୍ଟର ଜିଓ ହଟଷ୍ଟାର ପଛକୁ ହଟିଛି । ପ୍ରଚୁର କ୍ଷତି ହେଉଥିବାରୁ କମ୍ପାନୀ ଏହି ନିଷ୍ପତି ନେଇଛି । ଆଇସିସି ଏବେ ନୂତନ ବ୍ରଡକାଷ୍ଟର ସନ୍ଧାନରେ ରହିଛି । ସୋନୀ, ନେଟପ୍ଲିକ୍ସ ଓ ଆମାଜନ ପ୍ରାଇମ ଭିଡିଓ ସହ ଆଇସିସି ଯୋଗାଯୋଗ…

ଭଗବାନ କାହ୍ନାଙ୍କ ପ୍ରତିମୂର୍ତିଙ୍କୁ ବିବାହ କଲେ ଯୁବତୀ

ଲକ୍ଷ୍ନୌ: ଉତରପ୍ରଦେଶର ବଦାୟୁଁର ଏକ ଆଶ୍ଚଯ୍ୟଜନକ ଖବର ସମ୍ମୁଖକୁ ଆସିଛି । ଏଠାରେ କୃଷ୍ଣ ପ୍ରେମରେ ଜଣେ ଯୁବତୀ ଏତେ ମଜିଗଲେ ଯେ, ଶେଷରେ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଲେ । ସୁରେଶ ଚନ୍ଦ୍ର ଶର୍ମା ଝିଅ ପିଙ୍କିଙ୍କ ଜିଦ ଆଗରେ ହାର ମାନିଥିଲେ । ଶେଷରେ କାହ୍ନାଙ୍କ ସହ ବିବାହ…

Internet Suspension: ମାଲକାନଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ, ଆଜି ସନ୍ଧ୍ୟା ୬ଟାରୁ ଲାଗୁ…

ମାଲକାନଗିରି:ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା ପରଠୁ ମୁହାଁମୁହିଁ ହୋଇଛନ୍ତି ମାଲକାନଗିରିର ଦୁଇ ଗାଁ ବାସୀ। ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ଲାଗି ରହିଛି ଉତ୍ତେଜନା । ତେଣୁ ମାଲକାନଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ଘୋଷଣା କରାଯାଇଛି। ଏମଭି-୨୬ ଓ…

୨ ସପ୍ତାହ ମଧ୍ୟରେ ୮୨୭ କୋଟି ରିଫଣ୍ଡ, ୪୫୦୦ ବ୍ୟାଗେଜ ଫେରାଇଲା ଇଣ୍ଡିଗୋ…

ନୂଆଦିଲ୍ଲୀ: ଇଣ୍ଡିଗୋ ପକ୍ଷରୁ ଲଗାତାର ବିମାନ ଉଡ଼ାଣ ବାତିଲ ହେବାରେ ଲାଗିଛି। ଯାହାଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଇଣ୍ଡିଗୋ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନେ ଯାତ୍ରା କରିପାରୁନଥିଲେ ମଧ୍ୟ ସେମାନଙ୍କର ରିଫଣ୍ଡ  ବିଚାରାଧୀନ ଅବସ୍ଥାରେ ରହିଅଛି।ଏଥିସହିତ  …

ଡିସେମ୍ବର ୧୦ ରୁ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା;ଖୋଲିବ ୧୩୦ ଷ୍ଟଲ୍

ଭୁବନେଶ୍ବର:ଓଡ଼ିଶା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ, ଓଡ଼ିଶା (SMPB) ଦ୍ବାରା ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା-୨୦୨୫ ୨୬, ଆସନ୍ତା ୧୦ରୁ ୧୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡିଆ, ୟୁନିଟ-୩,…

ମହିଳାଙ୍କ ସହ ଅପରାଧ; ୧୫ ମାସ ମଧ୍ୟରେ ୪୦ ହଜାରରୁ ଅଧିକ ମାମଲା ରୁଜୁ

ଭୁବନେଶ୍ୱର: ବିଗତ ୧୫ ମାସ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ୪୦ ହଜାରରୁ ଅଧିକ ଅପରାଧିକ ମାମଲା ରୁଜୁ। ସୋମବାର ଦିନ ବିଧାନସଭାରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁଲାଇ ୨୦୨୪ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ଅର୍ଥାତ୍ ଗତ…