ହ୍ୱାଟ୍ସଆପ୍ରେ ଆସିଲା ଧମାକା ଫିଚର, ୯୯ ପ୍ରତିଶତ ଲୋକ ଜାଣିନାହାଁନ୍ତି
ନୂଆଦିଲ୍ଲୀ : ମେଟା ମାଲିକାନାରେ ଥିବା ହ୍ୱାଟ୍ସଆପ୍ ଏବେ ନିଜର କୋଟି କୋଟି ୟୁଜାରଙ୍କ ପାଇଁ ଏକ ବହୁତ କାମର ନୂଆ ଅପଡେଟ୍ ଆଣିଛି। ଏଣିକି ଆପଣଙ୍କ କଲ୍ ରିସିଭ୍ ନ ହେଲେ ମଧ୍ୟ ସିଧା କଲ୍ ସ୍କ୍ରିନ୍ରୁ ହିଁ ଭଏସ୍ ମେସେଜ୍ କିମ୍ବା ଭିଡିଓ ମେସେଜ୍ ଛାଡ଼ି ପାରିବେ। ବର୍ତ୍ତମାନ ଏହି ଅପଡେଟ୍…