Latest Odisha News

BREAKING NEWS

Yearly Archives

2025

ସଙ୍ଗକାରାଙ୍କ ବିଶ୍ୱରେକର୍ଡ ସହ ସମକକ୍ଷ ହେଲେ ଡି କକ

ଭାଇଜାଗ: ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାର କ୍ୱିଂଟନ ଡି କକ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଦିନିକିଆ କ୍ରିକେଟରେ ସେ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ କୁମାର ସଙ୍ଗକାରାଙ୍କ ବିଶ୍ୱରେକର୍ଡ…

Odisha Politics: ବିଜେଡିକୁ ଶକ୍ତ ଝଟକା; ପଦ୍ମ ଧରିଲେ ପ୍ରଫୁଲ ସାମଲଙ୍କ ୨ ପୁଅ ଓ ଭଉଣୀ

ଭୁବନେଶ୍ବର: ଭଦ୍ରକରେ ଭୁଶୁଡ଼ିଲା ବିଜେଡି । ପଦ୍ମ ଧରିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ ସାମଲଙ୍କ ୨ ପୁଅ ଓ ଭଉଣୀ । ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ ପଦ୍ମ ଧରିଛନ୍ତି। ପ୍ରଫୁଲଙ୍କ ଭଉଣୀ ଉର୍ମିଳା ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ବାଜା ବଜାଇ, ବାଣ ଫୁଟାଇ ଶତାଧିକ…

ବିନା ଅନୁମତିରେ ବିଡିଓ ଏବଂ ତହସିଲଦାର ଛୁଟିରେ ରହିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ…

ଯାଜପୁର: ଏଣିକି କୌଣସି ବିଡିଓ ଏବଂ ତହସିଲଦାର ଛୁଟି ଦରଖାସ୍ତ ଦାଖଲ ନକରି ବିନା ଅନୁମତିରେ ଅନୁପସ୍ଥିତ ରହିପାରିବେ ନାହିଁ । ଯଦି କେହି ବିନା ଅନୁମତିରେ ଛୁଟିରେ ରୁହନ୍ତି ତେବେ ତାଙ୍କ ବିରୋଧରେ ନିଆିବ କଡା କାର୍ଯ୍ୟାନୁଷ୍ଠାନ ବୋଲି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର କଡ଼ା ନିର୍ଦ୍ଦେଶ…

India -South africa T20 match: ସାଧାରଣ ଦର୍ଶକ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା ଜାରୀ;…

ଭୁବନେଶ୍ୱର: ଡିସେମ୍ବର ୯ ତାରିଖରେ ହେବାକୁ ଯାଉଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍‌କୁ ନେଇ ରହିଛି ପ୍ରତ୍ୟେକଙ୍କ ମନରେ ଉଲ୍ଲାସ । ଏହାକୁ ଲକ୍ଷ୍ୟ କରି କ୍ରୁଟ୍ ପକ୍ଷରୁ ଚଳାଚଳ ହେବ…

Green Energy Hub: ୨୦୩୬ ସୁଦ୍ଧା ରାଜ୍ୟ ହେବ ଗ୍ରୀନ୍‌ ଏନର୍ଜି ହବ୍: ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀରେ ଆୟୋଜିତ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ-୨୦୨୫(GELS 2025)କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍‍ଘାଟନ କରିଛନ୍ତି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ ଚେନକୁ ଓଡ଼ିଶା ନିଜର ପ୍ରମୁଖ ଉପାଦାନ ଭାବେ ଗ୍ରହଣ କରିଛି…

୫୨୦୧୩୧୪ ନମ୍ବର କାହିଁକି ସବୁଆଡେ ହେଉଛି ଭାଇରାଲ୍ ? ଜଣାପଡ଼ିଲା ରହସ୍ୟ

ନୂଆଦିଲ୍ଲୀ:  ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମ, ଫେସବୁକ, ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ ମିଡିଆରେ ଗୋଟିଏ ରହସ୍ୟମୟ ନମ୍ବର ଜୋର୍‌ଦାର ଭାଇରାଲ୍ ହେଉଛି। ସେ ନମ୍ବରଟି ହେଉଛି ୫୨୦୧୩୧୪। ଅନେକେ ଭାବୁଛନ୍ତି ଏହା କିଛି ଭୟଙ୍କର ଜିନିଷ ନା କୌଣସି ଫ୍ରଡ୍ ନମ୍ବର! କିନ୍ତୁ ଚିନ୍ତା କରନ୍ତୁ ନାହିଁ,…

କର୍କଟ ମାମଲାରେ ବିଶ୍ୱର ତୃତୀୟ ସ୍ଥାନରେ ଅଛି ଭାରତ, କେଉଁ ରାଜ୍ୟରେ ଅଧିକ ରୋଗୀ ଅଛନ୍ତି ଜାଣନ୍ତୁ..

ନୂଆଦିଲ୍ଲୀ: ଭାରତରେ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କର୍କଟ ରୋଗ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି। ସରକାର ଲୋକସଭାରେ ଏକ ଚିନ୍ତାଜନକ ସଂଖ୍ୟା ଉପସ୍ଥାପନ କରିଥିଲେ। ଅନ୍ତର୍ଜାତୀୟ କର୍କଟ ରୋଗ ଗବେଷଣା ସଂସ୍ଥା ଗ୍ଲୋବାଲ୍ କର୍କଟ ଅବଜରଭେଟୋରୀ (IARC)…

ଚୋରା ବନ୍ଧୁକ କାରବାର କରୁଥିବା ୨ କୁଖ୍ୟାତ ଅପରାଧୀ କାବୁ, ଅସ୍ତ୍ରଶସ୍ତ୍ର ଉଦ୍ଧାର

ଭୁବନେଶ୍ବର: ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ ବନ୍ଧୁକ କାରବାର ଘଟଣାରେ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ । ବନ୍ଧୁକ ମାଫିଆଙ୍କ ଠାରୁ ଗୋଟିଏ କାର୍ବାଇନ ସହ ଦୁଇଟି 9mm ପିସ୍ତଲ, 7.65 mm 8ଟି ପିସ୍ତଲ, ଜୀବନ୍ତ ଗୁଳି ଜବତ କରିବାରେ ସକ୍ଷମ ହୋଇଛି ସ୍ପେଶାଲ କ୍ରାଇମ ୟୁନିଟ ।…

ମଣିଷର ବ୍ଲଡ ଗ୍ରୁପ୍ କିପରି ନିର୍ଣ୍ଣୟ କରାଯାଏ?

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ରକ୍ତରେ ଏକ ଅନନ୍ୟ ବାୟୋଲଜିକାଲ ସିଗନେଚର ବା ଜୈବିକ ସ୍ୱାକ୍ଷର ଥାଏ। ଏହି ପରିଚୟ ଜୀବନଶୈଳୀ କିମ୍ବା ଖାଦ୍ୟ ଦ୍ୱାରା ନିର୍ଣ୍ଣୟ କରାଯାଏ ନାହିଁ, ବରଂ ଜନ୍ମ ପୂର୍ବରୁ ଆମର DNA ରେ ସନ୍ନିହିତ ହୋଇଯାଏ। ପିଲାଟି ଗର୍ଭଧାରଣ କରିବା ମୁହୂର୍ତ୍ତରୁ, ଉଭୟ…

ମନମୋହୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ; ଗତ ୫ ବର୍ଷରେ ଆସିଛନ୍ତି ସର୍ବାଧିକ ଏହି ଦେଶର ପର୍ଯ୍ୟଟକ…

ଭୁବନେଶ୍ଵର: ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି । ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ବିଦେଶୀଙ୍କୁ ଆକୃଷ୍ଟ କରୁଛି । ୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩ ଲକ୍ଷ ୮୩ ହଜାର ୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ…