Latest Odisha News

BREAKING NEWS

Yearly Archives

2025

ସହପାଠୀଙ୍କୁ ନିର୍ଯାତନା ଅଭିଯୋଗରେ ଭିସୁଟ ଛାତ୍ର ଗିରଫ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ (ଭିସୁଟ)ର ଜଣେ ଶେଷ ବର୍ଷର ବିଟେକ୍ ଛାତ୍ରଙ୍କୁ ଗିରଫ କରାଯାଇଛି। ସେ ଜଣେ ମହିଳା ସହପାଠୀଙ୍କୁ ଶାରୀରିକ ଆକ୍ରମଣ କରିବା ଅଭିଯୋଗ ରେ ପୋଲିସ ଗିରଫ କରିଛି। ବୁର୍ଲା ଥାନାରେ ଦାଖଲ…

Putin pays tribute to Mahatma Gandhi : ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ…

ନୂଆଦିଲ୍ଲୀ: ପୁଟିନଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ପୁଟିନଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି । ଯେଉଁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

Indigo Flight Cancelled: ଇଣ୍ଡିଗୋ ଯାତ୍ରୀଙ୍କୁ ପୁଣି ବଡ଼ ଝଟକା,ଆଜି ଦିଲ୍ଲୀରୁ ସମସ୍ତ ଘରୋଇ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଗତ ୪ ଦିନ ଧରି ପରିଚାଳନାଗତ ଅସୁବିଧାର ସମ୍ମୁଖୀନ ହେଉଛି। ଫଳରେ ବିମାନ ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଗୁରୁବାର ଦିନ ବିମାନ କମ୍ପାନୀ ୫୫୦ ଟି ଉଡ଼ାଣ ବାତିଲ କରିଛି, ଯାହା ଏହାର ୨୦ ବର୍ଷର ଇତିହାସରେ ପ୍ରଥମ। ଇଣ୍ଡିଗୋ…

Matric Exam: ମାଟ୍ରିକ ପରୀକ୍ଷା ନେଇ ଘୋଷଣା ହେଲା ତାରିଖ

ଭୁବନେଶ୍ବର: ଫେବ୍ରୁଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ । ସକାଳ ୯ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ ପରୀକ୍ଷା । ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏ ମାଟ୍ରିକ ପରୀକ୍ଷା ଚାଲିବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହେଲା ପରୀକ୍ଷା ତାରିଖ । ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ…

India-Russia Summit : ଆଜି ଭାରତ-ରୁଷ୍ ଶିଖର ସମ୍ମିଳନୀ, ହେବ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଠାରୁ ଦୁଇ ଦିନିଆ ଭାରତ ଗସ୍ତ କରିଛନ୍ତି। ସନ୍ଧ୍ୟାରେ ପୁଟିନ ସ୍ବତନ୍ତ୍ର ବିମାନ ଯୋଗେ ଆସି ନୂଆଦିଲ୍ଲୀର ପାଲାମ ଟେକ୍ନିକାଲ ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନବନ୍ଦରରେ ଉପସ୍ଥିତ ରହି…

ମହିଳା ହିଂସା ରୋକିବା ନେଇ ସରକାର ଯତ୍ନବାନ ଅଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିର ରହିଲେ, ରାଜ୍ୟ ଶାନ୍ତିପ୍ରିୟ ହେଲେ ରାଜ୍ୟବାସୀ ସୁଖରେ ଜୀବନଯାପନ କରିବେ । ସାମଗ୍ରିକ ଭାବେ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣରେ ଥିବାରୁ ରାଜ୍ୟରେ ପୁଞ୍ଜିନିବେଶ ବଢ଼ୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବ୍ୟକ୍ତିଗତ ଭାବେ ପୋଲିସ ପ୍ରଶାସନକୁ…

ଟଳିଲା ବଡ ଅଘଟଣ; ନକ୍ସଲ ଖଞ୍ଜିଥିବା ୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଉଦ୍ଦେଶ୍ୟରେ ଖଞ୍ଜାଯାଇଥିବା ୩ଟି ଆଇଇଡି ବୋମାକୁ ନିଷ୍କ୍ରିୟ କରାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲ୍ଲା ଛୋଟେଡୋଙ୍ଗର ଥାନା ଅଞ୍ଚଳର ସମ୍ବେଦନଶୀଳ ତୋୟାମେଟା ଏବଂ ପଢିବେଦା ଜଙ୍ଗଲରେ ନକ୍ସଲଙ୍କ ଦ୍ବାରା ଖଞ୍ଜାଯାଇଥିବା…

Air Pollution: ଗର୍ଭବତୀ ମହିଳାମାନେ ବାୟୁ ପ୍ରଦୂଷଣରୁ ନିଜକୁ କିପରି ରକ୍ଷା କରିବେ?

ଭୁବନେଶ୍ବର:ବାୟୁ ପ୍ରଦୂଷଣ ଗର୍ଭବତୀ ମହିଳା ଏବଂ ସେମାନଙ୍କ ଗର୍ଭସ୍ଥ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ବିପଦ ପକାଏ । ବାୟୁରେ ଥିବା ବିଷାକ୍ତ ଗ୍ୟାସ୍ ଏବଂ ରାସାୟନିକ ପଦାର୍ଥ ଶରୀରରେ ଏପରି ପରିବର୍ତ୍ତନ ଆଣିଥାଏ ଯାହା ଗର୍ଭଧାରଣକୁ ଜଟିଳ କରିପାରେ ଏବଂ ଭ୍ରୁଣର ବିକାଶକୁ ଗୁରୁତର ଭାବରେ ବାଧା…

Weather Updat: ରାଜ୍ୟରେ ପୁଣି ତାପମାତ୍ରା ହ୍ରାସ, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ପାରଦ ଖସୁଛି । ଫଳରେ ଶୀତର ପ୍ରକୋପ ବଢିବ । ରାତି ତାପମାତ୍ରା ୨ଦିନ ଭିତରେ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ପୁଣି ଥରେ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଯାହା ଫଳରେ ରାଜ୍ୟର ଅନେକ ସ୍ଥାନରେ ଶୀତ ବଢ଼ିବା ସହ…