ଇଣ୍ଡିଗୋ ସଙ୍କଟ ମଧ୍ୟରେ ରେଳବାଇର ବଡ଼ ଘୋଷଣା; ୩୭ ଟ୍ରେନରେ ଯୋଡାଗଲା ୧୧୬ କୋଚ୍
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଇଣ୍ଡିଗୋ ବହୁ ସଂଖ୍ୟକ ଉଡ଼ାଣ ବାତିଲ କରିଛି। ଯାହା ଫଳରେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ତେବେ ଏହି ଅସୁବିଧାକୁ ନଜରରେ ରଖି ଭାରତୀୟ ରେଳବାଇ ବଡ଼ ଘୋଷଣା କରିଛି। ଯାତ୍ରୀ ଚାହିଦା ପୂରଣ କରିବା ଏବଂ ଅଧିକ ସିଟ୍ ଯୋଗାଇବା ପାଇଁ…