Latest Odisha News

BREAKING NEWS

Yearly Archives

2025

Police Clash: IIC ଓ ASI ମଧ୍ୟରେ ହାତାହାତି; ଆକ୍ସନ ନେଲେ ଏସ୍‌ପି

ଯାଜପୁର: ଯାଜପୁର ଜିଲା ଅଳକୁଣ୍ଡ ଥାନାରେ ମାରପିଟ୍‌ । ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନାରେ ଥାନା ଅଧିକାରୀ ଏବଂ ଏଏସ୍‌ଆଇଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସ୍‌ପି ୟସପ୍ରିତ୍ ଶ୍ରୀମଲ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା…

ଦିଲ୍ଲୀ ପହଞ୍ଚିଲେ ଋଷିଆ ରାଷ୍ଟ୍ରପତି ପୁଟିନ୍‌, ପାଲାମ ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ପହଞ୍ଚିଛନ୍ତି। ଦିଲ୍ଲୀ ପହଞ୍ଚିଛନ୍ତି ଋଷିଆ ରାଷ୍ଟ୍ରପତି ପୁଟିନ୍‌। ପାଲାମ ବିମାନବନ୍ଦରରେ କରାଗଲା ଭବ୍ୟ ସ୍ବାଗତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନବନ୍ଦରରେ ବ୍ୟକ୍ତିଗତ ଭାବରେ ତାଙ୍କ ଘନିଷ୍ଠ ବନ୍ଧୁ ପୁଟିନଙ୍କୁ ସ୍ୱାଗତ…

ଆପଣ ବି ବାଜପେୟୀ ହୋଇପାରିବେ, ବିଜେପିରେ ଜଏନ୍‌ କରି ଯାଆନ୍ତୁ: ରାହୁଲଙ୍କୁ କଙ୍ଗନାଙ୍କ ପରାମର୍ଶ

ନୂଆଦିଲ୍ଲୀ: ଗୁରୁବାର ଦିନ ବିଜେପି ସାଂସଦ କଙ୍ଗନା ରଣାୱତ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଆଉ ଏହି ପରାମର୍ଶକୁ ନେଇ ରାଜନୀତି ଉଷ୍ଣ ହେବାରେ ଲାଗିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି…

ଲେଡି ସାଇକୋ କିଲର୍: ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ୪ ଶିଶୁଙ୍କୁ ହତ୍ୟା

ଚଣ୍ଡିଗଡ଼: ଚର୍ଚ୍ଚାରେ ହରିୟାଣାର ଲେଡି ସାଇକୋ କିଲର୍। ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ କରୁଥିଲେ ଇର୍ଷା। ଆଉ ଏହି ଇର୍ଷା ଦିନେ ମହିଳାଙ୍କୁ କରିଦେଇଥିଲା ସାଇକୋ କିଲର୍। ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ। ଏଥିପାଇଁ କିଏ ବିଭିନ୍ନ ପ୍ରକାର କସମେଟିକ୍ ବ୍ୟବହାର କରିଥାଏ ତ ଆଉ କିଏ…

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା; ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ

ଭୁବନେଶ୍ୱର: ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଗୁରୁବାର ଦିନ ଉତ୍ତେଜନା ଦେଖାଦେଇଛି। ଜଣେ ଅଧ୍ୟାପକଙ୍କ ବିରୋଧରେ ଜଣେ ଛାତ୍ରୀମାନେ ନିର୍ଯାତନା ଅଭିଯୋଗ ପରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୂତ୍ର ଅନୁସାରେ କିଛି ଛାତ୍ରୀ ଜଣେ ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ଏବଂ…

ନୂଆବର୍ଷରେ କିଏ ହେବେ ରାଜା କିଏ ମନ୍ତ୍ରୀ ? ୨୦୨୬ର ଗ୍ରହ ଚଳନ ଓ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ୧ ଜାନୁଆରି ନୂଆବର୍ଷ ହେଲେ ମଧ୍ୟ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ପ୍ରକୃତ ନବବର୍ଷ ଆରମ୍ଭ ହେଉଛି ଚୈତ୍ର ଶୁକ୍ଳ ପ୍ରତିପଦାରୁ। ଆସନ୍ତା ୧୯ ମାର୍ଚ୍ଚ ୨୦୨୬, ଗୁରୁବାର ଠାରୁ ହିନ୍ଦୁ ନବବର୍ଷ ୨୦୮୩ (ବିକ୍ରମ ସଂବତ୍) ଆରମ୍ଭ ହେବ। ଏହି ବର୍ଷକୁ…

ସାମ୍ବାଦିକଙ୍କୁ ମିଳିବ କି ପେନସନ୍; ଜାଣନ୍ତୁ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ପାଇଁ ଏକ ପ୍ରସ୍ତାବ ଓଡ଼ିଶା ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି। ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ…

ସରକାରଙ୍କ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି…

ଭୁବନେଶ୍ବର: ସରକାର ପ୍ରଚାର ପ୍ରସାର ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୮୩ କୋଟି ୮୪ ଲକ୍ଷ ଟଙ୍କା । ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୪ ଜୁଲାଇରୁ ଏଯାବତ୍ ୮୩ କୋଟି ୮୪ ଲକ୍ଷ ୮୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ବିଜ୍ଞାପନ ପାଇଁ ଖବର…

ମସଜିଦ ବଞ୍ଚାଇ ଦେଲା ହିନ୍ଦୁଙ୍କ ଜୀବନ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ୭ ଜଣ ହିନ୍ଦୁଙ୍କ ଜୀବନ ବଞ୍ଚାଇ ଦେଲା ମସଜିଦ । ଆହ୍ଲା ହୋ ଆକବର…. ବଦଳରେ ମାଇକର ଫୋନରେ ଆନାଉନ୍ସ ହେଲା ଉଦ୍ଧାର କର ଉଦ୍ଧାର କର…. ଆଉ ଏହାପରେ ପୂରା ଗାଁ ଲାଗିପଡ଼ିଲେ ଉଦ୍ଧାର କାର୍ଯ୍ୟରେ….. ଏପରି ଘଟଣା ଘଟିଛି ଆସାମରେ… ଘଟଣା ଥିଲା ଏମିତି… ଅଥଳ ପାଣିରେ ବୁଡ଼ି ଯାଉଥିଲା କାର,…

ଅଷ୍ଟ୍ରେଲିଆରେ ରୁଟଙ୍କ ପ୍ରଥମ ଶତକ, ଇଂଲଣ୍ଡ ୩୨୫/୯

ବ୍ରିସବେନ: ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି । ଜୋ ରୁଟଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୯ ୱିକେଟ ବିନିମୟରେ ୩୨୫ ରନ ସଂଗ୍ରହ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ରୁଟ ୧୩୫ ଓ ଜୋଫ୍ରା ଆର୍ଚ୍ଚର ୩୨ ରନ କରି…