ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
ଭୁବନେଶ୍ୱର: ଇଣ୍ଡିଗୋ ଦ୍ୱାରା ଦେଶବ୍ୟାପୀ ବିମାନ ସେବା ବାତିଲ ହେଉଥିବାରୁ ଏକ ନବବିବାହିତ ଦମ୍ପତି ହଟହଟା ହୋଇଛନ୍ତି। ଏପରିକି ନିଜ ରିସେପସନ୍ ପାର୍ଟିରେ ଭର୍ଚୁଆଲ୍ ମୋଡରେ ସାମିଲ ହେବାକୁ ବାଧ୍ୟ ହୋଇଥିଲେ।
ଭୁବନେଶ୍ୱରର ସଙ୍ଗମା ଦାସ ଏବଂ ହୁବଲିର ମେଧା କ୍ଷୀରସାଗର ନଭେମ୍ବର ୨୩ ତାରିଖରେ…