ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ଜୋ ରୁଟ ଚମତ୍କାର ଶତକ ହାସଲ କରିିଛନ୍ତି । ଅଷ୍ଟ୍ରେଲିଆ ମାଟିରେ ଏହା ତାଙ୍କର ପ୍ରଥମ ଶତକ । ଏହା ପୂର୍ବରୁ ସେ ଏଠାରେ କୌଣସି ଶତକ ମାରିପାରି ନ ଥିଲେ । ରୁଟଙ୍କ ଟେଷ୍ଟରେ ଶତକ ସଂଖା ୪୦ରେ ପଂହଚିଛି । ସେ ତେବେ ରୁଟ…