ଲେଡି ସାଇକୋ କିଲର୍: ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ୪ ଶିଶୁଙ୍କୁ ହତ୍ୟା
ଚଣ୍ଡିଗଡ଼: ଚର୍ଚ୍ଚାରେ ହରିୟାଣାର ଲେଡି ସାଇକୋ କିଲର୍। ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ କରୁଥିଲେ ଇର୍ଷା। ଆଉ ଏହି ଇର୍ଷା ଦିନେ ମହିଳାଙ୍କୁ କରିଦେଇଥିଲା ସାଇକୋ କିଲର୍। ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ। ଏଥିପାଇଁ କିଏ ବିଭିନ୍ନ ପ୍ରକାର କସମେଟିକ୍ ବ୍ୟବହାର କରିଥାଏ ତ ଆଉ କିଏ…