Bomb threat emails: ଏହି ବିଶ୍ୱବିଦ୍ୟାଳୟର ଦୁଇଟି କଲେଜକୁ ବୋମା ଧମକ, ସୁରକ୍ଷା ଏଜେନ୍ସି ସଜାଗ
ନୂଆଦିଲ୍ଲୀ:ଜାତୀୟ ରାଜଧାନୀରେ ପୁଣି ଥରେ ବୋମା ଧମକ ମିଳିଛି। ବୁଧବାର ସକାଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୁଇଟି କଲେଜ ରାମଜସ କଲେଜ ଏବଂ ଦେଶବନ୍ଧୁ କଲେଜକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା। ଇମେଲ ରେ କୁହାଯାଇଥିଲା ଯେ, ସେମାନେ ଦିନ ୧:୧୫ ରେ ବୋମା ବିସ୍ଫୋରଣ କରିବେ। ଧମକ ପରେ ଉଭୟ…