ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ମହାପ୍ରଭୁଙ୍କ ପରମ୍ପରାକୁ ନେଇ କରିଥିବା ଏକ ମନ୍ତବ୍ୟ ପାଇଁ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ତଥା ୟୁଟ୍ୟୁବର ଶୁଭଙ୍କର ମିଶ୍ର ନିଜର ଅଫିସିଆଲ ଚ୍ୟାନେଲରେ ଏକ ଭିଡିଓ ଜାରି କରି ନିଃଶର୍ତ୍ତ କ୍ଷମା ମାଗିଛନ୍ତି।
ଶୁଭଙ୍କର ଭିଡିଓରେ କହିଛନ୍ତି,…