କାହିଁକି ଅବଶୋଷ କରୁଛନ୍ତି ଡ୍ରିମ୍ ଗାର୍ଲ୍ ହେମା…
ମୁମ୍ବାଇ: ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନଭେମ୍ବର ୨୪ ତାରିଖରେ ହୋଇଥିଲା। ଏହି ସମୟରେ ପରିବାର ତାଙ୍କ ଅନ୍ତିମ ସଂସ୍କାର ବ୍ୟକ୍ତିଗତ ଭାବରେ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ନିରାଶ ହୋଇଥିଲେ।
ଚଳଚ୍ଚିତ୍ର ନିର୍ମାତା ହମାଦ ଅଲ୍ ରିଆମି ଏବେ…