ପାକିସ୍ତାନରେ ଆରମ୍ଭ ହେଲା ବିଦ୍ରୋହ, ଇମ୍ରାନଙ୍କ ସମର୍ଥକ ଦେଲେ ଚେତାବନୀ
ନୂଆଦିଲ୍ଲୀ: ପାକିସ୍ତାନ ରାଜରାସ୍ତାରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ । ଭେଟିବାକୁ ଦିଅ ନଚେ୍ତ ସବୁ ଛାରଖାର କରିଦେବୁ । ତାତିଲାଣି ପାକିସ୍ତାନ ଯାତାୟତ ହେଲାଣି ବାଧାପ୍ରାପ୍ତ ପଡ଼ୋଶୀ ପାକିସ୍ତାନ ବର୍ତ୍ତମାନ ଏକ ଗଭୀର ରାଜନୈତିକ ସଙ୍କଟର ସମ୍ମୁଖୀନ ହେଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ…