Harendra Singh resigns: ଏହି କାରଣରୁ ଇସ୍ତଫା ଦେଲେ ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍
ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍ ଇସ୍ତଫା ଦେଇଛନ୍ତି । ମୁଖ୍ୟ କୋଚ୍ ପଦରୁ ହରେନ୍ଦ୍ର ସିଂହ ହଠାତ୍ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ହକି ଦଳରୁ ଇସ୍ତଫା ଦେଇଛନ୍ତି। ହକି ଇଣ୍ଡିଆ ଏହି ଖବରକୁ ନିଶ୍ଚିତ କରି କହିଛି ଯେ ଭାରତୀୟ ହକି ଦଳର କୋଚ୍ ବ୍ୟକ୍ତିଗତ…