ଡ୍ରେସିଂ ରୁମରେ ଗୌତମ ଓ ରୋହିତଙ୍କ ଗମ୍ଭୀର ଆଲୋଚନା, ଚିନ୍ତାରେ ପ୍ରଶଂସକ
ରାଂଚୀ: ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୭ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ମ୍ୟାଚ ପରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ କୋଚ ଗୌତମ ଗମ୍ଭୀରଙ୍କ ଗୁରୁତର ଆଲୋଚନା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଉଭୟ କେଉଁ ବିଷୟରେ କଥା ହେଉଥିଲେ ତାହା ଜଣାପଡି…