Modi Addresses Media: ବିରୋଧୀଙ୍କୁ ମୋଦିଙ୍କ ସିଧା ନିଶାନା: କହିଲେ- ଡ୍ରାମା ନୁହେଁ, ଡେଲିଭରି ଆବଶ୍ୟକ
ନୂଆଦିଲ୍ଲୀ: ସୋମବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆଉ ଏହି ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମ ସହିତ ୧୦ ମିନିଟ୍ ପାଇଁ କଥା ହୋଇଥିଲେ। ମୋଦି କହିଥିଲେ, ଏହି ଅଧିବେଶନ ଏକ ବିକଶିତ ଭାରତର ସନ୍ଧାନକୁ ଆହୁରି ଶକ୍ତିଶାଳୀ କରିବାର ଏକ ସୁଯୋଗ। ବିରୋଧୀ ଦଳକୁ ପରାଜୟର…