New Married Couple Suicide: ହନିମୁନ୍ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି….
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିବାହର ଦୁଇ ଦିନ ପରେ ହନିମୁନରେ ଶ୍ରୀଲଙ୍କା ଯାଇଥିବା ନବ ଦମ୍ପତ୍ତି ବେଙ୍ଗାଲୁରୁ ଫେରିବା ପରେ ଆତ୍ମହତ୍ୟା କରିଛନ୍ତି ।
ଖବର ମୁତାବକ, ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା (୩୬) ବେଙ୍ଗାଲୁରୁରେ…