Latest Odisha News

BREAKING NEWS

Yearly Archives

2025

Cyclone Ditwah: ଧିରେ ଧିରେ ନିକଟତର ହେଉଛି ‘ଡିଟୱା’, ଏହିଠାରେ ମଚାଇବ ତାଣ୍ଡବ…ସ୍କୁଲ ବନ୍ଦ୍,…

ନୂଆଦିଲ୍ଲୀ: ତାମିଲନାଡୁ ଉପକୂଳ ଆଡକୁ ଆସୁଥିବା ଘୂର୍ଣ୍ଣିଝଡ଼ ଡିଟୱା ପ୍ରବଳ ବର୍ଷା ଆଣିପାରେ ବୋଲି ଆଶା କରାଯାଉଛି। ତାମିଲନାଡୁ ସରକାର ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏପରି ଘୂର୍ଣ୍ଣିଝଡ଼ର ମୁକାବିଲା କରିବା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ପାଣିପାଗ ବିଭାଗ ନଭେମ୍ବର ୨୯ ରୁ ୩୦…

Maoists Surrender: ମାଓନେତା ଅନନ୍ତଙ୍କ ଚିଠି, ନୂଆ ବର୍ଷରେ ଅସ୍ତ୍ର ଛାଡିବେ ଶତାଧିକ ନକ୍ସଲ

ରାୟପୁର: ମଧ୍ୟପ୍ରଦେଶ-ମହାରାଷ୍ଟ୍ର-ଛତିଶଗଡ ସ୍ପେଶାଲ ଜୋନାଲ କମିଟି (ଏମ୍‌ଏମ୍‌ସି) ନକ୍ସଲ ସଙ୍ଗଠନର ଶତାଧିକ ମାଓବାଦୀ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏମ୍‌ଏମ୍‌ସି ମୁଖପାତ୍ର ତଥା ମାଓନେତା ଅନନ୍ତଙ୍କ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ସେଥିରେ ସେ…

କ୍ଷମତା ସଂଘର୍ଷର ହେବ କି ଅନ୍ତ? ଆଜି ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆସନ ନେଇ କଳି ତୀବ୍ର ହୋଇଛି । ବେଙ୍ଗାଲୁରୁରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ କଳ୍ପନାଜଳ୍ପନା ଜୋର ଧରିଛି। ଶାସକ କଂଗ୍ରେସ ଦଳ ଏହି ବିବାଦକୁ ଯଥାଶୀଘ୍ର ସମାଧାନ କରିବାକୁ ଚାହୁଁଛି। ଦଳୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ପରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା…

ହଠାତ୍ କାମ କଲାନି ଏୟାରବସ୍ ବିମାନ ସଫ୍ଟୱେର, ସାରା ବିଶ୍ୱରେ ଶହ ଶହ ଉଡ଼ାଣ ଠପ୍!

ନୂଆଦିଲ୍ଲୀ: ବିମାନ ସୁରକ୍ଷା ସହିତ ସିଧାସଳଖ ଜଡିତ ଏକ ଗମ୍ଭୀର ବୈଷୟିକ ତ୍ରୁଟି ଯୋଗୁଁ ସାରା ବିଶ୍ୱରେ ଏୟାରବସ୍ A320 ର ବିମାନ ଉଡାଣରେ ପ୍ରଭାବିତ ହୋଇଛି। A320 ର ବିମାନଗୁଡିକର ବ୍ୟାପକ ସଫ୍ଟୱେର୍ ଏବଂ ହାର୍ଡୱେର୍ ଅପଗ୍ରେଡ୍ ପାଇଁ ଗ୍ରାଉଣ୍ଡ କରାଯାଉଛି। ଏୟାରବସ୍ A320 ଉଡ଼ାଣ ସହିତ ଜଡିତ…

Hair fall in winter: ଶୀତଦିନେ କାହିଁକି କେଶ ଅଧିକ ଝଡ଼େ? ଆସନ୍ତୁ ଜାଣିବା ସମାଧାନ

ଭୁବନେଶ୍ବର: ଶୀତଦିନ ଆସିଲେ ଅନେକ ଲୋକଙ୍କ ଠାରେ  କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପାଲଟିଯାଏ । ଗ୍ରୀଷ୍ମ ଋତୁ ତୁଳନାରେ ଶୀତ ଋତୁରେ କେଶ ଝଡ଼ିବା ବୃଦ୍ଧି ପାଏ। କିନ୍ତୁ ଭଲ କଥା ହେଉଛି ଏହାର କାରଣ କୌଣସି ବଡ଼ ରୋଗ ନୁହେଁ । ଏହାର କାରଣ ଶରୀର ଏବଂ ମୁଣ୍ଡରେ ହେଉଥିବା କିଛି ପ୍ରାକୃତିକ…

Olive Ridley Turtle: ଟ୍ରଲର ଧକ୍କାରେ ଅଲିଭ ରିଡ଼ଲେ କଇଁଛ ମୃତ, ୯ ଗିରଫ

ପୁରୀ: ଟ୍ରଲର ଧକ୍କାରେ ଦୁଇ ଅଲିଭ ରିଡ଼ଲେ କଇଁଛ ମୃତ। ଘଟଣାରେ ୯ ଜଣ ମତ୍ସ୍ୟଜୀବୀ ଗିରଫ। ସମସ୍ତ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନବିଭାଗ। ବ୍ରହ୍ମଗିରି ରେଞ୍ଜ ମଙ୍ଗଳା ମୁହାଣ ନିକଟ ସମୁଦ୍ରରେ ମାଛ ମାରୁଥିବା ବେଳେ ଟ୍ରଲର ଧକ୍କାରେ ଦୁଇ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହୋଇଛି। ସୂଚନା…

ବରକନ୍ୟାଙ୍କୁ ଆଶୀର୍ବାଦ କରିବାକୁ ଷ୍ଟେଜ୍‌ ଉପରକୁ ଚଢିଲେ ବିଜେପି ନେତା, ଓଜନ ସହି ନ ପାରି ଭାଙ୍ଗିଗଲା ଷ୍ଟେଜ୍‌, ଆଉ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାଲିଆରେ ଏକ ବିବାହ ଭୋଜିରେ ଏଭଳି ଏକ ଘଟଣା ଘଟିଥିଲା ଯାହା ଏବେ ଭାଇରାଲ ହେଉଛି। ସୂଚନାନୁସାରେ, ବରିଷ୍ଠ ବିଜେପି ନେତାମାନେ ବିବାହରେ ଯୋଗ ଦେଇଥିଲେ। ଆଉ ସମସ୍ତେ ଏକାସାଙ୍ଗରେ ବର କନ୍ୟାଙ୍କ ସହ ଫଟୋ ଉଠାଇବାକୁ ଠିଆ ହୋଇଥିଲେ, ହେଲେ ସେତିକି ବେଳେ ଷ୍ଟେଜ୍‌ଟି…

କାନାଡାର ବ୍ରାମ୍ପଟନରେ ଭୟଙ୍କର ଅଗ୍ନିକାଣ୍ଡ, ଭାରତୀୟ ନାଗରିକ ସମେତ ୫ ମୃତ

ଓଟାୱା: କାନାଡାର ଓଣ୍ଟାରିଓ ପ୍ରଦେଶରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଚି । ଯେଉଁଥିରେ ଜଣେ ଭାରତୀୟ ନାଗରିକଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଗ୍ନିକାଣ୍ଡ ବ୍ରାମ୍ପଟନରେ ଘଟିଥିଲା । ଟୋରଣ୍ଟୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ କହିଛନ୍ତି ଯେ, ଏହା ଅଗ୍ନିକାଣ୍ଡରେ ପ୍ରଭାବିତ…

ପୁରୁଣା ଗାଡ଼ି କିଣୁଛନ୍ତି କିମ୍ବା ବିକୁଛନ୍ତି? RC ଟ୍ରାନ୍ସଫର ନକଲେ ପଡ଼ିପାରେ…

ନୂଆଦିଲ୍ଲୀ: ଯେତେବେଳେ ଆମେ କୌଣସି ପୁରୁଣା ଗାଡ଼ି କିଣୁ କିମ୍ବା ବିକୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି RC (ରେଜିଷ୍ଟ୍ରେସନ ସାର୍ଟିଫିକେଟ) ଟ୍ରାନ୍ସଫର କରାଇବା। RC ଟ୍ରାନ୍ସଫର ହେଲେ ହିଁ ଗାଡ଼ିର ବର୍ତ୍ତମାନର ପ୍ରକୃତ ମାଲିକ କିଏ ତାହା ସ୍ପଷ୍ଟ ହେଇଯାଏ। ଏହା ଭବିଷ୍ୟତରେ କୌଣସି…

ଶ୍ରୀଲଙ୍କାରେ ‘ଡିଟୱା’ର ତାଣ୍ଡବ; ୫୬ ମୃତ, ଅନେକ ନିଖୋଜ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

କଲମ୍ବୋ: ଘୂର୍ଣ୍ଣିବାତ୍ୟା ‘ଡିଟୱା’ ଦ୍ୱାରା ହୋଇଥିବା ପ୍ରବଳ ବର୍ଷା କାରଣରୁ ଶୁକ୍ରବାର ଶ୍ରୀଲଙ୍କାରେ ଭୟୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଶ୍ରୀଲଙ୍କାରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ନିଖୋଜ ହୋଇଛନ୍ତି । ଅଧିକାରୀମାନେ ସଚେତନ କରିଛନ୍ତି ଯେ ଆଗାମୀ ଘଣ୍ଟାଗୁଡ଼ିକରେ…