Humanoid robot: ଚୀନ୍ ସୀମା ଜଗିବ ମାନବୀୟ ରୋବୋଟ୍, ୨୪ଘଣ୍ଟା କରିବେ କାମ
ନୂଆଦିଲ୍ଲୀ: ଚୀନ୍ ଏହାର ପ୍ରଯୁକ୍ତିବିଦ୍ୟା ଦକ୍ଷତା ପ୍ରଦର୍ଶନ କରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। UBTech Robotics ନାମକ ଏକ କମ୍ପାନୀକୁ ୨୬୪ମିଲିୟନ ୟୁଆନ ଅର୍ଥାତ୍ ପ୍ରାୟ ୩୭ନିୟୁତ ଡଲାର ମୂଲ୍ୟର ଏକ ଚୁକ୍ତିନାମା ଦିଆଯାଇଛି। ଏହି ପଦକ୍ଷେପ ଅଧୀନରେ, କମ୍ପାନୀ ଗୁଆଙ୍ଗସିର…