Viral Video: ୧୦ ଟଙ୍କାରେ ବିକ୍ରି ହେଉଛି କାକୁଡ଼ି ଚୋପା, ଭାଇରାଲ ହେଉଛି ଭିଡ଼ିଓ…
ନୂଆଦିଲ୍ଲୀ: ସାରା ବିଶ୍ୱରେ ଖାଦ୍ୟ ସମ୍ପର୍କିତ ଭିଡିଓଗୁଡ଼ିକ ଅଧିକ ଭାଇରାଲ ହେବାରେ ଲାଗିଛି, ଯାହା ମଧ୍ୟରୁ କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି, ଅନ୍ୟ କିଛି ସେମାନଙ୍କୁ ଖୁସି କରୁଛି। ଏପରି ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଚକିତ କରିଦେଇଛି । ଏହି ଭିଡିଓରେ, ଜଣେ ରାସ୍ତା…