Latest Odisha News

BREAKING NEWS

Yearly Archives

2025

ଭାରତରେ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା

ଅହମ୍ମଦାବାଦ: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଭାରତରେ ଆୟୋଜିତ ହେବ । ବୁଧବାର କମନୱେଲଥ ସ୍ପୋର୍ଟ ଅହମ୍ମଦାବାଦକୁ ଆୟୋଜକ ଭାବେ ବିଧିବଦ୍ଧ ଘୋଷଣା କରିଛି । ଗ୍ଲାସଗୋରେ ଆୟୋଜିତ ହୋଇଥିବା କମନୱେଲଥ ସ୍ପୋର୍ଟ ଜେନେରାଲ ଆସେମ୍ବଲୀ ବୈଠକରେ ଭାରତର ବିଡକୁ ମଂଜୁରୀ ପ୍ରଦାନ କରାଯାଇଛି । ଏହାର ଘୋଷଣା…

Naxals Surrender: କୋଟିଏ ଟଙ୍କାର ପୁରସ୍କାର ରାଶି ଥିବା ୪୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସକୁ ବଡ ସଫଳତା । ପୁଣି ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ନାଁ ୧ କୋଟି ୧୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ପିଏଲଜିଏ ବାଟାଲିୟନ ନମ୍ବର ୧ର…

Operation Chakra: ଅପରେସନ ଚକ୍ରକୁ ସଫଳତା: ୩ ମାସରେ ୧୪୨ ନାବାଳିକା ଏବଂ ଯୁବତୀ ଉଦ୍ଧାର

ପୁରୀ: ପୁରୀ ପୁଲିସ ଦ୍ୱାରା ଚାଲିଥିବା ଅପରେସନ “ଚକ୍ର” ଅଭିଯାନକୁ ସଫଳତା । ପୁରୀ ଏସପି ପ୍ରତୀକ ସିଂ ଜିଲ୍ଲାରେ ଆରମ୍ଭ କରିଥିବା ଏହି ଅଭିଯାନ ମାଧ୍ୟମରେ ୩ ମାସରେ ୧୪୨ ନାବାଳିକା ଏବଂ ଯୁବତୀ ଉଦ୍ଧାର ହୋଇଛନ୍ତି । ଉଦ୍ଧାରଙ୍କ ମଧ୍ୟରେ ୬୨ ଜଣ ନାବାଳିକା ଥିବା ବେଳେ ୮୦ ଜଣ ଯୁବତୀ ରହିଥିବା…

ଘୋଷଣା ହେଲା ୩ ବର୍ଷର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ

ଭୁବନେଶ୍ବର: ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ବର୍ଷ ୨୦୨୩,୨୦୨୪ ଓ ୨୦୨୫ ନିମନ୍ତେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର, ଏକାଡେମୀ ପୁରସ୍କାର, ଉପାୟନ ଓ କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି। ଭୁବନେଶ୍ୱରର ଲୋକସେବା ଭବନର କନଭେନସନ…

ସାଇ-ଟେଡ୍‌ ୨୦୨୫ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଭ୍ୟତାର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତକୁ ବିଶ୍ୱଶକ୍ତି ହେବାକୁ ହେଲେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଆମ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ହାସଲ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ…

ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନକୁ ଫେରିଲେ ରୋହିତ

ନୂଆଦିଲ୍ଲୀ: ରୋହିତ ଶର୍ମା ପୂନର୍ବାର ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି । ଅକ୍ଟୋବର ୨୫ ପରଠାରୁ ରୋହିତ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି । ଅପରପକ୍ଷରେ ଶୀର୍ଷ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡାରେଲ ମିଚେଲ ଆଘାତ ସମସ୍ୟା ଯୋଗୁ ୨ଟି ଦିନିକିଆ…

ଅତିରିକ୍ତ ମୁଖ୍ୟ ସଚିବ ରାଙ୍କଙ୍କୁ ଆଇଏଏସ୍ ଅଧିକାରୀ ଚିତ୍ରା ଅରୁମୁଗମଙ୍କ ପଦୋନ୍ନତି

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଚିତ୍ରା ଅରୁମୁଗମଙ୍କୁ ଆପେକ୍ସ ଗ୍ରେଡ୍ (ପେ ମ୍ୟାଟ୍ରିକ୍ସର ସ୍ତର-୧୭)କୁ ପଦୋନ୍ନତି ଦେଇ ଅତିରିକ୍ତ ମୁଖ୍ୟ ସଚିବ ଭାବରେ କରିଛନ୍ତି। ତେବେ ନଭେମ୍ବର ୨୫ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇ ଏହି…

୬ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ଵର: ଆଜି ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟସରକାର । ୬ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇଛି । ଉଷାରାଣୀ ସାହୁ ପଞ୍ଚାୟତିରାଜ ବିଭାଗର ସ୍ଵତନ୍ତ୍ର ସଚିବ ହୋଇଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ଲୋପାମୁଦ୍ରା ମହାପାତ୍ର । ସେହିପରି,…

Police SI Scam; ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା ସିବିଆଇ

ଭୁବନେଶ୍ବର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ସିବିଆଇ । ସେମାନେ ହେଲେ ଲୋକନାଥ ସାହୁ, ତଫିମ୍‌ ଅହମ୍ମଦ ଖାନ୍‌, ଯବାନ ବିଶ୍ବରଂଜନ ଏବଂ ବିଶ୍ୱରଂଜନ ହରିଚନ୍ଦନ । ୪ ଦିନିଆ ରିମାଣ୍ଡ ପାଇଁ ସିବିଆଇ ଆବେଦନ…

ସାବଧାନ! ଭଜା ବୁଟରେ ମିଳିଛି କ୍ୟାନ୍‌ସର ତତ୍ତ୍ୱ, ଜାଣନ୍ତୁ ଏହା କେତେ ବିପଦପୂର୍ଣ୍ଣ..

ନୂଆଦିଲ୍ଲୀ: ଭଜା ବୁଟରେ ମିଳିଛି କ୍ୟାନସର ତତ୍ତ୍ୱ। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଭାରତରେ ଖାଦ୍ୟ ବିଷାକ୍ତକରଣ ଏବେ ସାଧାରଣ ହେଲାଣି। ପନିପରିବାଠାରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ ସବୁଥିରେ ରୋଗ ସୃଷ୍ଟିକାରୀ କାରକ ଜନସ୍ୱାସ୍ଥ୍ୟ ପ୍ରତି ବିପଦକୁ ଡାକି ଆଣୁଛି। ବଜାରରେ ସହଜରେ ଉପଲବ୍ଧ…