ବାଂଲାଦେଶ ବଦଳରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳିବ ଟି୨୦ ସିରିଜ
ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମ ବାଂଲାଦେଶ ବଦଳରେ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ସିରିଜ ଖେଳିବ । ୨୧ ଡିସେମ୍ବରରୁ ଏହି ସିରିଜ ଆରମ୍ଭ ହେବ । ବିଶାଖପଟନମ ଓ ଥିରୁୱନ୍ତପୁରମରେ ଏହି ମ୍ୟାଚ ଆୟୋଜିତ ହେବ । ବିସିସିଆଇ ଶୁକ୍ରବାର ଏହାର ଘୋଷଣା କରିଛି । ପୂର୍ବରୁ ଅଶାନ୍ତ ବାତାବରଣ ଯୋଗୁ…