Latest Odisha News

BREAKING NEWS

Yearly Archives

2025

Accident : ଅନ୍ତିମ ସଂସ୍କାର ପାଇଁ ଯାଉଥିଲେ, ଘଟିଲା ବଡ଼ ଦୁର୍ଘଟଣା…

ଉତ୍ତରପ୍ରଦେଶ : ମାଡ଼ିଆସିଲା ଅଚାନକ ମୃତ୍ୟୁ । ଗୋଟିଏ ଦିନରେ ଚାଲିଗଲା ପରିବାରର ୭ ଜଣଙ୍କ ଜୀବନ । ଉତ୍ତର ପ୍ରଦେଶର ସହାରନପୁରର ଗାଗଲହେରି ଥାନା ଅଞ୍ଚଳରେ  ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ହଠାତ୍ ନିୟନ୍ତ୍ରଣ ହରାଇ ଏକ କାର ଉପରେ ଓଲଟି ପଡ଼ିବାରୁ…

Imran Khan Jail Controversy :ଇମ୍ରାନ ଖାନଙ୍କ ପୁଅ ପଚାରିଲେ, ମୋ ବାପା ବଞ୍ଚିଛନ୍ତି ତ!

ନୂଆଦିଲ୍ଲୀ : ଜେଲ ବାହାରେ ଇମ୍ରାନଙ୍କ ପୁଅର ହଙ୍ଗାମା । ପ୍ରଶ୍ନ ଉଠାଇଲେ ମୋ ବାପା ଜୀବିତ କି ନାହିଁ ।  ଆମକୁ ବାପାଙ୍କ ସହ ଦେଖା କରାଯାଉ ବୋଲି କଲେ ଦାବୀ । ପାକିସ୍ତାନ ସରକାରଙ୍କୁ ଦେଲେ ଚେତାବନୀ  । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲ ଯିବାର ଦୁଇ ବର୍ଷରୁ…

Maoists surrender: ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି; ଲାଇଟ୍ ମେସିନ୍ ଗନ୍ ସହ ଫେରିଲେ…

ଭୁବନେଶ୍ବର:ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ଅସ୍ତ୍ରଶସ୍ତ୍ର ଛାଡି ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏନେଇ ଲାଇଟ୍ ମେସିନ୍ ଗନ୍ ସହ ଆତ୍ମସମର୍ପଣ କଲେ ମିଳିବ ୪ ଲକ୍ଷ ୯୫ ହଜାର ଟଙ୍କା…

BJP’s West Bengal Strategy: ବିହାର ପରେ ମୋଦିଙ୍କ ମିଶନ୍ ବଙ୍ଗଳା, ବେହାଲ ହେବ ଦିଦିଙ୍କ ହାଲ୍!

କୋଲକାତା: ମୋଦିଙ୍କ ନିଶାନାରେ ଦିଦିଙ୍କ ଆସନ...ପାଞ୍ଚଟି ଜୋନ୍, ପାଞ୍ଚ ମାସ...ବିଜେପିର 'ପଞ୍ଚୁ ପାଣ୍ଡବ' ଯୋଜନା...ଟେନସନରେ ମମତା...ଆସନ ଯିବା ଭୟରେ ଚୋବାଉଛନ୍ତି ରକ୍ତ ଚାଉଳ... ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏକ ପ୍ରମୁଖ ଯୋଜନା ପ୍ରସ୍ତୁତ କରିଛି। ବିହାର…

ରାଜ୍ୟରେ ଖୋଲିବନି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ୍

ଭୁବନେଶ୍ୱର: ରାଜ୍ୟରେ ଖୋଲିବନି ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ। ଏନେଇ ଗୁରୁବାର ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ…

ଟ୍ରେନ୍‌କୁ ପଥର ମାଡ଼ ମାମଲା: ୧୦ ମାସରେ ୮୧ ମାମଲା, ୬୭ ଗିରଫ

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନକୁ ପଥର ଫିଙ୍ଗି ଟ୍ରେନ୍‌ର କ୍ଷତି କରିବା ସହିତ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଉଛନ୍ତି କିଛି ଅମାନିଆ। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଏନେଇ ୮୧ଟି ମାମଲା ରୁଜୁ ହୋଇଛି। ବିଶେଷ କରି ବନ୍ଦେ ଭାରତ ଟ୍ରେନ୍‌କୁ ଟାର୍ଗେଟ୍‌ କରାଯାଉଛି। ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର…

ଆଜିଠୁ ଖରିଫ ଧାନ କିଣା: ପଞ୍ଜୀକରଣ କଲେଣି ୬୦ ହଜାର ୬୧୪ ଜଣ ଚାଷୀ

ସମ୍ବଲପୁର: ଆଜିଠୁ ଖରିଫ ଧାନ କିଣା। ବରଗଡ଼ ଓ ସମ୍ବଲପୁରରେ ଆରମ୍ଭ ହେବ ଧାନକିଣା। ଟୋକେନ୍ ଦ୍ବନ୍ଦ୍ବ ତୁଟିବା ପରେ ଆଜିଠୁ ଧାନକିଣା ଆରମ୍ଭ ହେବ। ପୂଜାର୍ଚ୍ଚନା ପରେ ବରେଇପାଲି ମଣ୍ଡିରେ ଧାନ କିଣା-ବିକା ଆରମ୍ଭ ହେବ। ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ବିକ୍ରି ପାଇଁ ମୋଟ ୧୧୭ଟି ମଣ୍ଡି…

Bali Mafia Attack Incident: ବାଲି ମାଫିଆଙ୍କ ଆକ୍ରମଣ ଘଟଣା: ଗିରଫ ହେଲେ ଆଉ ୬ ଅଭିଯୁକ୍ତ

ମୟୂରଭଞ୍ଜ: ୧୮ନଂ ଜାତୀୟ ରାଜପଥ ତୁଳସୀଚଉରା ଢାବା ନିକଟରେ ବାଲିମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ବେତନଟୀ ତହସିଲଦାର ଓ ଚାଳକ ଆହତ ହୋଇଥିବା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବେତନଟୀ ପୋଲିସ। ପୂର୍ବରୁ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଗିରଫ ମାଝାଲ…

Nepal India Map dispute: ମନାକଲା ଭାରତ, ଶୁଣିଲାନି ନେପାଳ…ନୋଟରେ ରଖିଲା ଭାରତୀୟ ଅଞ୍ଚଳ…

ନୂଆଦିଲ୍ଲୀ: ନେପାଳ ନୋଟରେ ଭାରତର ଚିତ୍ର...ନାପସନ୍ଦ କରୁଛି ଭାରତ...କଳାପାଣି, ଲିପୁଲେଖ ଏବଂ ଲିମ୍ପିଆଧୁରା ନେପାଳର ଅଂଶ?... ନେପାଳର କେନ୍ଦ୍ରୀୟ ବ୍ୟାଙ୍କ, ନେପାଳ ରାଷ୍ଟ୍ର ବ୍ୟାଙ୍କ (NRB), ଗୁରୁବାର ଏକ ନୂତନ ୧୦୦ ଟଙ୍କିଆ ନୋଟ ଜାରି କରିଛି। ଏହି ନୋଟରେ ନେପାଳର ଏକ ସଂଶୋଧିତ…

ପୀତବାସ ପଣ୍ଡା ହତ୍ୟା ମାମଲା: ପୁଣି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା। ପୁଣି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସ। ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ଆଶ୍ରୟ ଦେଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇଛି। ଦୁଇ ଅଭିଯୁକ୍ତ ଶୂନ୍ୟ ଦାସ ଓ ସୁନୀଲ ହୋତାଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ପୋଲିସ ଜେରା…