Latest Odisha News

BREAKING NEWS

Yearly Archives

2025

VIKRAM-1:ଦେଶର ପ୍ରଥମ ଘରୋଇ ସ୍ପେସ୍ ରକେଟ୍ ‘ବିକ୍ରମ-୧’; ଜାଣନ୍ତୁ ଏହା ଭାରତ ପାଇଁ କେତେ ଖାସ୍…

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତର ମହାକାଶ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଲେଖାଯାଇଛି, ଯାହା ମହାକାଶ କ୍ଷେତ୍ରରେ ଦେଶକୁ ଆହୁରି ମଜବୁତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦରେ ସ୍କାଏରୁଟ୍ ଏରୋସ୍ପେସର ଇନଫିନିଟି  କ୍ୟାମ୍ପସକୁ ଉଦଘାଟନ କରିବା ସହ ପ୍ରଥମ ଥର ପାଇଁ ବିଶ୍ୱ…

Cyclone Ditwah: ଭାରତର ଏହି ରାଜ୍ୟ ଉପରେ ନଜର ରଖିଛି ବାତ୍ୟା ‘ଡିଟୱା’ , ଅରେଞ୍ଜ ଆଲର୍ଟ ଜାରି କଲା…

ନୂଆଦିଲ୍ଲୀ: ଭାରତ ପାଣିପାଗ ବିଭାଗ (IMD) ଶୁକ୍ରବାର ଦିନ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ପଡ଼ୋଶୀ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। ଘୂର୍ଣ୍ଣିଝଡ଼ 'ଡିଟୱା' ଶ୍ରୀଲଙ୍କା ଉପକୂଳ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ସହିତ ଉତ୍ତର-ଉତ୍ତରପଶ୍ଚିମ ଆଡକୁ…

Weather Update: ଲାଗିରହିଛି ଥଣ୍ଡାର ପ୍ରକୋପ…ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ ପାରଦ

ଭୁବନେଶ୍ବର:ସାରା ରାଜ୍ୟରେ ଏବେ ଲାଗିରହିଛି ଥଣ୍ଡାର ପ୍ରକୋପ । । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ପ୍ରବଳ ଥଣ୍ଡା । ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଗତକାଲି ରାଉରକେଲାରେ ସବୁଠାରୁ…

Debrigarh Sanctuary: ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଡେବ୍ରିଗଡ଼ ଅଭୟାରଣ୍ୟ;ବ୍ୟୟ ହେବ ୭୧ କୋଟି

ଭୁବନେଶ୍ବର: ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏକ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ଭାବରେ ବିକଶିତ କରାଯିବ । ୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ। ଏଥିପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରାୟ…

ଥଣ୍ଡା, କାଶ ଏବଂ ଗଳା ଯନ୍ତ୍ରଣାରେ ପୀଡିତ କି? ଏହି ଘରୋଇ ଉପଚାର ଆପଣାନ୍ତୁ…

ଭୁବନେଶ୍ବର: ପାଗ ପରିବର୍ତ୍ତନ ସହିତ, ଅଧିକାଂଶ ଲୋକ ଶୀଘ୍ର ଥଣ୍ଡା, ଫ୍ଲୁ ଏବଂ କାଶର ଶିକାର ହୋଇଥାଆନ୍ତି। ଏହି ରୋଗଗୁଡ଼ିକ ବହୁତ ସାଧାରଣ, କିନ୍ତୁ ବେଳେ ଏହା ବହୁତ କଷ୍ଟ ଦେଇଥାଏ । ଏହି ସମସ୍ୟା ଥିଲେ ଅଧିକାଂଶ ଲୋକ ଔଷଧର ସାହାରା ନିଅନ୍ତି । କିନ୍ତୁ ଆମେ କିଛି ଘରୋଇ ଉପଚାର ମାଧ୍ୟମରେ…

ଅଦ୍ଭୁତ ଜନଜାତି: ମାତ୍ର ୧୫ ବର୍ଷ ବୟସରେ ଝିଅଙ୍କ ସହ….

ନୂଆଦିଲ୍ଲୀ: ଆଫ୍ରିକାର ଇଥିଓପିଆର ଓମୋ ଉପତ୍ୟକାରେ ବାସ କରୁଥିବା ସୁରି ଜନଜାତି, ଯାହାକୁ ସୁରମା ନାମରେ ମଧ୍ୟ ଜଣାଯାଏ, ତାଙ୍କର ଅଜଣା ଓ ଅନନ୍ୟ ପରମ୍ପରା ପାଇଁ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଛନ୍ତି। ପ୍ରାୟ ୨୦,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଜନଜାତି ପଶୁପାଳନ, ବିଶେଷକରି ଗୋପାଳନ, ଉପରେ…

ଟ୍ରେନ୍ ଉପରେ ପଥର ନ ଫିଙ୍ଗିବାକୁ ପୂର୍ବତଟ ରେଳପଥର ନିବେଦନ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଜନସାଧାରଣଙ୍କୁ ଟ୍ରେନ୍ ଉପରେ ପଥର ନ ଫିଙ୍ଗିବାକୁ ଅନୁରୋଧ କରିଛି। କାରଣ ଏହା ଯାତ୍ରୀ ସୁରକ୍ଷା ଏବଂ ରେଳ ସମ୍ପତ୍ତି ପାଇଁ ଏକ ନିରନ୍ତର ବିପଦ।ଏପରି କାର୍ଯ୍ୟ କେବଳ ଯାତ୍ରୀ ଏବଂ କର୍ମଚାରୀଙ୍କୁ ଗମ୍ଭୀର ବିପଦରେ ପକାଇନଥାଏ ବରଂ କୋଚଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ,…

ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଉଦ୍‌ଯାପିତ 

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବର ଉଦ୍‌ଯାପନୀ ସମାରୋହ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୨୬ ଓ ୨୭ ତାରିଖ ଦୁଇ ଦିନ ଧରି…

‍‍ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା: ଓଡ଼ିଶାକୁ ମିଳିଲା ସ୍ୱର୍ଣ୍ଣ ପଦକ 

ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ହାସଲ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (India Trade Promotion…

ଟ୍ରାଫିକ ନିୟମ ଉଲ୍ଲଙ୍ଘନ; ୨୪୧ ଯାନର ପଞ୍ଜିକରଣ ପ୍ରମାଣପତ୍ର ନିଲମ୍ବନ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ଯାହା ୩୦ ନଭେମ୍ବର ଯାଏ ଚାଲିବ । ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସଚେତନତା ସହ ନିୟମ ଉଲ୍ଲଂଘନକାରୀଙ୍କ…