WhatsAppରୁ ବି ମିଳୁଛି ଏତେ ଟଙ୍କା? ଜାଣନ୍ତୁ କେତେ ହୋଇପାରେ ରୋଜଗାର
ଭୁବନେଶ୍ୱର :ଆଜିର ଡିଜିଟାଲ ଯୁଗରେ ହ୍ୱାଟ୍ସଆପ୍ କେବଳ ଚାଟିଂ କିମ୍ବା ଭିଡିଓ କଲିଂର ମାଧ୍ୟମ ନୁହେଁ, ବରଂ ଏହା ଏକ ଏପରି ପ୍ଲାଟଫର୍ମ ହୋଇ ଉଠିଛି, ଯେଉଁଥିରୁ ଆପଣ ମାସିକ ହଜାର ହଜାର ଟଙ୍କା ରୋଜଗାର କରିପାରନ୍ତି। ଯଦି ଆପଣ ଭାବୁଛନ୍ତି ଯେ ହ୍ୱାଟ୍ସଆପ୍ରେ କେବଳ ଚାଟିଂ ହୋଇପାରେ, ତେବେ ଏବେ…