Latest Odisha News

BREAKING NEWS

Yearly Archives

2025

କିମ୍‍ସରେ ଓଡ଼ିଶାର ପ୍ରଥମ ଡିଜିଟାଲ୍ ପାଥୋଲୋଜି ସ୍କାନର୍‍

ଭୁବନେଶ୍ୱର: କିମ୍‍ସରେ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ଡିଜିଟାଲ୍ ପାଥୋଲୋଜି ସ୍କାନର କାର୍ଯ୍ୟ ଆରମ୍ଭ କରିଛି। କିମସ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଏସ୍‍ଜି ୬୦ ଡିଜିଟାଲ୍ ପାଥୋଲୋଜି ସ୍କାନରକୁ କାର୍ଯ୍ୟକ୍ଷମ କରାଯାଇଛି। ସଠିକ୍ ରୋଗ ନିଦାନ କ୍ଷେତ୍ରରେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି।…

Brown sugar seized:୧୦୫ ଗ୍ରାମର ଧଳା ଜହର ଜବତ, ୩ ଗିରଫ

ଖୋର୍ଦ୍ଧା:ଗୁରୁବାର ବେଗୁନିଆ ଅବକାରୀ ବିଭାଗରେ ଚଢାଉ କରି ୧୦୫ ଗ୍ରାମର ଧଳା ଜହର ବ୍ରାଉନ ସୁଗାର ଜବତ କରି ୩ଜଣଙ୍କୁ ଗିରଫ କରିଛି। ଏହା ସହିତ ତିନୋଟି ମୋବାଇଲ ଦୁଇଟି ବାଇକ ଜବତ କରିଥିବା ସୂଚନା ମିଳିଛି। ଜବତ ବ୍ରାଉନ ସୁଗାର ମୂଲ୍ଯ ୧୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ…

ଆଇଇଡି ବିସ୍ଫୋରଣରେ ମହିଳା କନଷ୍ଟେବଳ ଆହତ

ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲାର ଫୁଲବାଗଡି ପୋଲିସ ଷ୍ଟେସନ ଅଧୀନରେ ଥିବା ଗୋଗୁଣ୍ଡା ଅଞ୍ଚଳର ଜଙ୍ଗଲ ପାହାଡ଼ରେ ଏରିଆ ଡୋମିନେସନ୍ ଡ୍ୟୁଟିରେ ଥିବା ସମୟରେ ଆଇଇଡି ବିସ୍ଫୋରଣରେ ଜଣେ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି। ଏହି ଘଟଣାରେ କନଷ୍ଟେବଳଙ୍କ ଗୋଡରେ ଆଘାତ ଲାଗିଛି। ରିପୋର୍ଟ…

Siddaramaiah or Shivakumar?: ମୁଖ୍ୟମନ୍ତ୍ରୀ ଚୌକିରେ ବସିବ କିଏ?

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖିଆ ପଦ ପାଇଁ ଚାଲିଛି ଟଣାଓଟରା...ତୀବ୍ର ହେଉଛି ସିଦ୍ଧରମୈୟା- ଶିବକୁମାର ଲଢେଇ...ଏବେ ଦିଲ୍ଲୀରେ ହେବ ଫଇସଲା...କର୍ଣ୍ଣାଟକ ଚୌକିରେ ବସିବ କିଏ?... କର୍ଣ୍ଣାଟକ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଲଢ଼େଇ ଶୀର୍ଷରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ…

Maoist arrested: ଅସ୍ତ୍ରଶସ୍ତ୍ର ସହ ମାଓବାଦୀ ରାଜା ହେମନ୍ତ ଗିରଫ

ବିଶ୍ରା: ଝାଡ଼ଖଣ୍ଡରେ ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଅଧୀନରେ ଲୋହରଦଗା ପୋଲିସକୁ ଏକ ବଡ଼ ସଫଳତା ହାସଲ କରିଛି।  ଝାଡ଼ଖଣ୍ଡର ଲୋହାରଦଗା ପୋଲିସ ଜଣେ ମାଓବାଦୀକୁ ଗିରଫ କରିଛି। ସେ ହେଉଛି ଭାକପା ମାଓବାଦୀ ସଙ୍ଗଠନର ଆଞ୍ଚଳିକ କମାଣ୍ଡର ତଥା ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଥିବା…

Dharmendra’s death : ଧର୍ମେନ୍ଦ୍ରଙ୍କୁ ମନେ ପକାଇ ହେମାମାଳିନୀ ଲେଖିଲେ…

ନୂଆଦିଲ୍ଲୀ:  ବଲିଉଡ ସୁପରଷ୍ଟାର ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ଧର୍ମେନ୍ଦ୍ରଙ୍କ ବିୟୋଗର ୩ ଦିନ ପରେ ନିଜ ଦୁଃଖ ଭରା ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଦ୍ବିତୀୟ ପତ୍ନୀ ହେମାମାଳିନୀ । ତାଙ୍କ ମୃତ୍ୟୁର ତିନି ଦିନ ପରେ, ଅଭିନେତ୍ରୀ ଧରମ ପାଜିଙ୍କୁ ମନେ ପକାଇ ତାଙ୍କ…

କାର୍ଯ୍ୟରେ ଅବହେଳା ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ, ବନ୍ଦ ହେଲା ୯୧ ସରକାରୀ ଅଧିକାରୀଙ୍କ ଦରମା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ ନକରିଵାରୁ କଟକର ୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି। ନଭେମ୍ବର ମାସର ଦରମା ବନ୍ଦ ପାଇଁ ଜିଲ୍ଲା ଟ୍ରେଜେରୀ ଅଫିସର୍…

ପ୍ରତ୍ୟାହୃତ ହେଲା ବସ୍‌ ବନ୍ଦ ଡାକରା

ଭୁବନେଶ୍ୱର: ଡିସେମ୍ବର ୧ ତାରିଖରୁ ବସ୍‌ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ। ବସ୍‌ ବନ୍ଦ ଡାକରା ପ୍ରତ୍ୟାହୃତ ନେଇ ଘରୋଇ ବସ୍‌ ସଂଘର ସୂଚନା। ରାଜ୍ୟ ପରିବହନ ବିଭାଗ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ପ୍ରତିଶ୍ରୁତି…

କଇଁଛଙ୍କ ଅଣ୍ଡାଦାନ ପାଇଁ ଜାରି ହେଲା କଟକଣା

ଭୁବନେଶ୍ୱର: ଶୀତର ଆଗମନ ସହିତ ଓଡ଼ିଶା ଉପକୂଳ ଏବେ ବିଦେଶୀ ଅତିଥି ଅଲିଭ ରିଡଲେ କଇଁଛଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ସମୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ଋତୁ ଚାଲିଥିବାବେଳେ ଗଭୀର ସମୁଦ୍ର ମଧ୍ୟରୁ କଇଁଛଙ୍କ ଏକ ଏକ୍ସକ୍ଲୁସିଭ୍‌ ଭିଡିଓ ସାମ୍ନାକୁ ଆସିଛି । ହଜାର ହଜାର ମାଇଲ ଦୂର…

ସୁରକ୍ଷିତ ଅଛି କି ଗମ୍ଭୀର,ଅଗରକରଙ୍କ ପଦ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କ୍ଲିନ ସୁଇପ ହେବା ପରେ ଏବେ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ବିଶେଷ ଭାବେ ସମାଲୋଚିତ ହୋଇଛନ୍ତି । ସେମାନଙ୍କ କେତେକ ନିଷ୍ପତିକୁ ପୂରୁଣା ଖେଳାଳି ଏବଂ ସମୀକ୍ଷକ ପସନ୍ଦ କରି ନାହାନ୍ତି । ଏପରିକି ଉଭୟ ସେମାନଙ୍କ ପଦ…